Patra electronics

ମଝି ଚିଲିକାରେ ଫସିଲା ଡଙ୍ଗା

କୃଷ୍ଣପ୍ରସାଦ:  ଫସିଲା ଯାତ୍ରୀବାହୀ ଡଙ୍ଗା। କୃଷ୍ଣପ୍ରସାଦ ମଝି ଚିଲିକାରେ ଆଜି ସକାଳେ ଏକ ଅଘଟଣ ଘଟିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ଡଙ୍ଗା ମଝି ଚିଲିକାରେ ଫସିରହିଛି। ଡଙ୍ଗାରେ ୪୦ରୁ ଅଧିକ ଲୋକ ଏବଂ ପ୍ରାୟ ୨୦ଟି ବାଇକ୍ ରହିଛି। ତେବେ ଡଙ୍ଗାଟି ଜହ୍ନିକୁଦାରୁ ସାତପଡା ଯାଉଥିବାବେଳେ ମହିଁସା ନିକଟରେ ଅଟକି ରହିଛି। ପ୍ରାୟ ଘଣ୍ଟାଏ ହେବ ଡଙ୍ଗାଟି ଫସିରହିଥିବା ଜଣାପଡିଛି।

Comments are closed.