www.samajalive.in
Saturday, December 13, 2025
21.1 C
Bhubaneswar

ଦେଖନ୍ତୁ ଭିଡ଼ିଓ, ବାଇକରେ ଆସିଲା ମାଙ୍କଡ଼; କୁନି ପିଲାକୁ କରୁଥିଲା ଅପହରଣ ଉଦ୍ୟମ

ସମାଜ ଡିଜିଟାଲ ଡେସ୍କ: ଧୁମ୍‌‌ ଷ୍ଟାଇଲରେ ବାଇକରେ ଆସିଲା ମାଙ୍କଡ଼। ନିକଟରେ ବସିଥିବା ତିନି ଜଣ ପିଲାଙ୍କ ମଧ୍ୟରୁ କୁନି ପିଲାଟିକୁ ଅପହରଣ କରିବାକୁ ଉଦ୍ୟମ କରୁଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ମାଙ୍କଡ କିଭଳି କୁନି ପିଲାଟିକୁ ଅପହରଣ କରିବାକୁ ଉଦ୍ୟମ କରୁଛି ଦେଖନ୍ତୁ। ଟାଣି ଟାଣି କୁନି ପିଲାଟିକୁ ନେବାକୁ ପ୍ରୟାସ କରୁଥିବା ବେଳେ ଜଣେ ବୃଦ୍ଧ ମାଙ୍କଡକୁ ଘଉଡାଇଥିଲେ। ଫଳରେ ମାଙ୍କଡଟି ଡରି ସେଠାରୁ ପଳାଇଥିଲା।

Hot this week

ପୁଲିସ୍‌ ଏସ୍‌ଆଇ ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

Related Articles

Popular Categories