www.samajalive.in
Sunday, December 7, 2025
26.1 C
Bhubaneswar

ଆଳୁ ଟ୍ରକ୍ ଜଗିବାକୁ ଲାଗିଲା ସିସି ଟିଭି

ପଶ୍ଚିମବଙ୍ଗ:ଆଳୁ ଟ୍ରକ ଜଗିବାକୁ ଲାଗିଲା ସିସି ଟିଭି। ପ୍ରଥମେ ଆଳୁ ଟ୍ରକ ଛାଡିଲେନି ଆଉ ଏବେ ଗଳା ବାଟରେ ଆଳୁ ଟ୍ରକ ଆସୁଥିବା ଖବର ପାଇ ସିସି ଟିଭି ଲଗାଇଲେ ପଶ୍ଚିମବଙ୍ଗ ସରକାର। ଓଡିଶା ପଶ୍ଚିମବଙ୍ଗ ସୀମା ନୀଳଦା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ପୁଲିସ୍ ରାସ୍ତାକଡରେ ସିସି ଟିଭି ଲଗାଇ ଆଳୁ ଗାଡି ରୋକିବାକୁ ଯୋଜନା କରିଛନ୍ତି। ଲକ୍ଷ୍ଣଣନାଥ ଟୋଲଗେଟରେ ପଶ୍ଚିମବଙ୍ଗ ପୁଲିସ୍ ଆଳୁ ଗାଡି ଛାଡୁନି। ହେଲେ କିଛି ଛୋଟ ଛୋଟ ଗାଡିରେ ଆଳୁ ଓଡିଶାକୁ ବିଭିନ୍ନ ବାଟ ଦେଇ ପଶୁଛି। ତେଣୁ ଏହି ସବୁ ଗଳାବାଟରେ ସିସି ଟିଭି ଜରିଆରେ ନଜର ରଖିବାକୁ ଏମିତି ବ୍ୟବସ୍ଥା କରିଛି ପଶ୍ଚିମବଙ୍ଗ ପୁଲିସ୍। ସେପଟେ ରାଜ୍ୟରେ ଆଳୁ ଦର କିଛି ମାତ୍ରାରେ କମିଛି। ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଳୁ କିଲୋ ପିଛା ୩୬ ରୁ ୪୦ ଟଙ୍କା ମଧ୍ୟରେ ରହିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories