www.samajalive.in
Wednesday, December 10, 2025
23.1 C
Bhubaneswar

ମାଣ୍ଡିପଙ୍କା ଜଙ୍ଗଲରୁ ୯୫କେଜି ଗଞ୍ଜେଇ ଜବତ

ଦାରିଙ୍ଗବାଡି: ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ  ଥାନା ଅଧିନ ମାଣ୍ଡିପଙ୍କା ଗାଁ ନିକଟ ଜଙ୍ଗଲରୁ ୯୫ କେଜି ଗଞ୍ଜେଇ ଜବତ କରା ଯାଇଥିବା ଦାରିଙ୍ଗିବାଡ଼ି ଥାନା ଅଧିକାରୀଙ୍କ ଚିରଞ୍ଜିବୀ ବେହେରାଙ୍କ ସୂଚନା ରହିଛି। ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ଏସଆଇ ଅମରେନ୍ଦ୍ର ସୁବୁଦ୍ଧି, ଏଏସଆଇ ରମାକାନ୍ତ ସେଠି, କନେଷ୍ଟବଲ୍ ଚମ୍ପତି କହଁରଙ୍କ ସହିତ ଗୃହରକ୍ଷୀ ଦଳ ମାଣ୍ଡିପଙ୍କା ଗାଁ ନିକଟ ଜଙ୍ଗଲରୁ ଗଞ୍ଜେଇଥିବା ତିନୋଟି ଅଖା ଜବତ କରି ଆଣିଥିବା ଜଣାପଡିଛି। ଦାରିଙ୍ଗିବାଡ଼ି ଥାନା ପକ୍ଷରୁ କେସ ନମ୍ବର ୯୯/ ୨୪ ରୁଜୁ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

Related Articles

Popular Categories