୨ ବର୍ଷ ପୂର୍ବରୁ ଜଣାପଡ଼ିବ ଟିବି

0

ଜୋହାନ୍ସବର୍ଗ, ଗବେଷକମାନେ ଏକପ୍ରକାର ଅତ୍ୟାଧୁନିକ ରକ୍ତପରୀକ୍ଷା କୌଶଳ ଉଦ୍‌ଭାବନ କରିଛନ୍ତି ଯାହା ସାହାଯ୍ୟରେ କୌଣସି ବ୍ୟକ୍ତି ଟିବିରେ ଆକ୍ରାନ୍ତ ହେବେ କି ନାହିଁ ତାହା ଦୁଇ ବର୍ଷ ପୂର୍ବରୁ ଜଣାପଡ଼ିବ । ବିଶେଷକରି ଟିବି ଆକ୍ରାନ୍ତଙ୍କ ସହିତ ରହୁଥିବା ଓ ସଂସ୍ପର୍ଶରେ ଆସୁଥିବା ପରିବାର ଓ ବନ୍ଧୁବର୍ଗଙ୍କ ପାଇଁ ଏହି ନୂଆ ପରୀକ୍ଷା ଉପଯୋଗୀ ସାବ୍ୟସ୍ତ ହୋଇପାରିବ । ସେହିପରି ଏହି ନୂଆ ପଦ୍ଧତି ସହାୟତାରେ ଅନାବଶ୍ୟକ ପ୍ରତିଷେଧମୂଳକ ଉପଚାରକୁ ରୋକାଯାଇପାରିବ । ପ୍ରତିବର୍ଷ ୧୦ ନିୟୁତ ଲୋକ ଟିବିରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି ।

Leave A Reply