www.samajalive.in
Sunday, December 7, 2025
14.1 C
Bhubaneswar

ବାସ୍‌ ଏହି ସରଳ ଉପାୟରେ ମିଳିବ ରାହୁ-କେତୁଙ୍କ ଶୁଭଫଳ : ହେବନି ସ୍ୱାସ୍ଥ୍ୟ,ଧନ ସମସ୍ୟା..

ରାହୁ-କେତୁଙ୍କୁ ଛାୟା ଗ୍ରହ କୁହାଯାଏ । ରାହୁ ଓ କେତୁଙ୍କ କୁପ୍ରଭାବ ଜାତକରେ ରହିଲେ, ଜୀବନରେ ସମସ୍ୟା ଲାଗି ରହିଥାଏ । ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥାଏ । ତେବେ ଏହି ଗ୍ରହଙ୍କ ଶୁଭ ପ୍ରଭାବ ପାଇବା ପାଇଁ କିଛି ସରଳ ଉପାୟ ରହିଛି । ଯାହାକୁ ଆପଣାଇବା ଦ୍ୱାରା ଶୁଭଫଳ ମିଳିଥାଏ ।

ଶ୍ରାବଣ ମାସରେ ଭୋଳାଶଙ୍କରଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ରାହୁ-କେତୁ ଦୋଷରୁ ମୁକ୍ତି ମିଳିଥାଏ । ଶ୍ରାବଣ ମାସରେ ଶିବଶଙ୍କରଙ୍କୁ କଳା ରାଶି, ବେଲପତ୍ର ଅର୍ପଣ କରନ୍ତୁ । ଏହାସହ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ ।

- Advertisement -

ରାହୁ-କେତୁଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ପୂଜାର୍ଚ୍ଚନା କରିବା ଉଚିତ୍‌ । ଏହାଦ୍ୱାରା ଶୁଭଫଳ ମିଳିବା ସହ ଜୀବନରେ ଥିବା ସମସ୍ତ ଅଭାବ ଦୂର ହୋଇଥାଏ । କମ୍‌ ପରିଶ୍ରମରେ ଶୀଘ୍ର ସଫଳତା ମିଳିଥାଏ ।

ଜାତକରେ ରାହୁଙ୍କ ଶୁଭଫଳ ପ୍ରାପ୍ତି ପାଇଁ ଶନିବାର ଦିନ ବ୍ରତ ପାଳନ କରନ୍ତୁ । ୧୮ଟି ଶନିବାର ବ୍ରତ ପାଳନ କରନ୍ତୁ । ଶନିବାର ଦିନ କଳା ବସ୍ତ୍ର ଧାରଣ କରନ୍ତୁ । ରାହୁ-କେତୁଙ୍କ ସରଳ ମନ୍ତ୍ର ଜପ କରନ୍ତୁ ।

ରାହୁ ଓ କେତୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରିବା ଉଚିତ୍‌ । ତେଣୁ ପିତୃପକ୍ଷରେ ନିୟମିତ ଅଶ୍ୱତ୍ଥବୃକ୍ଷ ମୂଳରେ ଜଳ ସହ ମିଠା ଅର୍ପଣ କରନ୍ତୁ ।

କାଲି ସୁଦ୍ଧା ଲଘୁଚାପ କ୍ଷେତ୍ର! ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା..

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories