www.samajalive.in
Sunday, December 7, 2025
14.1 C
Bhubaneswar

ଶିକାରୀ ଓ କାଠ ମାଫିଆ ମୁକ୍ତ ହେବ ଚନ୍ଦକା-ଡମପଡା ଅଭୟାରଣ୍ୟ: ଆଜିଠୁ କମ୍ବିଂ ଅପରେସନ୍

ଭୁବନେଶ୍ଵର: ଶିକାରୀ ଓ କାଠ ମାଫିଆ ମୁକ୍ତ ହେବ ଚନ୍ଦକା-ଡମପଡା ଅଭୟାରଣ୍ୟ।  ଆଜିଠୁ ଅଭୟାରଣ୍ୟ ଭିତରେ ଆରମ୍ଭ ହେବ ସିଆରପିଏଫ୍ ଯବାନଙ୍କ ମିଳିତ କମ୍ବିଂ ଅପରେସନ୍। କମ୍ବିଂରେ ସାମିଲ ହୋଇଛନ୍ତି ୪୫୦ ସିଆରପିଏଫ୍ ଯବାନ।  ୧୨ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ।  ଦିନକୁ ଦିନ ଚନ୍ଦକା-ଡମପଡା ଅଭୟାରଣ୍ୟରେ ଶିକାରୀ ଓ କାଠ ମାଫିଆଙ୍କ ପ୍ରାର୍ଦୁଭାବ ବଢୁଛି। ଏଥିରେ ରୋକ ଲଗାଇବାକୁ ସିଆରପିଏଫ୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଯଦି ଏହି ଅଭୟାରଣ୍ୟରେ କାର୍ଯ୍ୟକ୍ରମ ସଫଳ ହେବ , ତେବେ ଆଗାମୀ ଦିନରେ ସାତକୋଶିଆ ଓ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କୁ ବନ ବିଭାଗ ଚିଠି ଲେଖିବା ନେଇ ସୂଚନା ରହିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories