ବାଲେଶ୍ବର : ବନ୍ଧୁକ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ବାଲେଶ୍ବର ଜିଲା ସୋର ସରଶଙ୍ଖ ମିଲ ନିକଟରେ ୩ଜଣ ଦୁର୍ବୃତ୍ତ ଆସି ଲୁଟ୍ କରିଛନ୍ତି। ଦୁର୍ବୃତ୍ତମାନେ ପ୍ରେସ୍ ମାଲିକ ଶ୍ରୀଧର ଦାଶମହାପାତ୍ରଙ୍କୁ ମାଡ ମାରି ୬ହଜାର ଟଙ୍କା ଓ ମୋବାଇଲ ଫୋନ ଲୁଟ କରିଥିବାର ଜଣାପଡିଛି। ଅଭିଯୋଗ ପରେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
Popular Categories



