ଜୟପୁର: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ ମିଳିଛି। ଦୋଷୀ ରାଜାରାମ ମୁଦୁଲିକୁ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ ଶୁଣାଇଛନ୍ତି ପୋକ୍ସୋ କୋର୍ଟ। ୨୦୨୦ କାକିରିଗୁମ୍ମା ନବାଳିକା ଦୁଷ୍କର୍ମ ମାମଲାରେ ପୋକ୍ସୋ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହିତ ପୀଡ଼ାତାଙ୍କୁ ସାଢ଼େ ୧୦ଲକ୍ଷ ଟଙ୍କା ଦେବାକୁ ଡିଏଲସିଏକୁ ନିର୍ଦେଶ ଦେଇଛନ୍ତି ପୋକ୍ସୋ କୋର୍ଟ।
Popular Categories



