www.samajalive.in
Sunday, December 14, 2025
23.1 C
Bhubaneswar

ଆସାମର ଡିରାକରେ ମିଳିଲା ଗ୍ୟାସର ନୂଆ ଭଣ୍ଡାର

ଡେସ୍କ: ତିନସୁକିଆ ଜିଲ୍ଲାର ଡିରୋକ ଅଂଚଳରେ ଗ୍ୟାସର ଏକ ନୂଆ ଭଣ୍ଡାର ଥିବା ଜଣାପଡ଼ିଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଶନିବାର ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସକରାତ୍ମକ ଦୃଷ୍ଟିକୋଣର ପରିଣାମ ସ୍ୱରୂପ ନୂଆ ସମ୍ବଳର ତଲାସ ଓ ଉପସ୍ଥିତ ସମ୍ବଳର ପେଟ୍ରୋଲିୟମ କ୍ଷେତ୍ରରେ ଉଚିତ ବ୍ୟବହାର ଉପରେ ଆଲୋଚନା କରିଛନ୍ତି। ସୂଚନା ଅନୁସାରେ ମାର୍ଘେରିଟା ସ୍ଥିତ ଓଏନ-୯୪/୧ ବ୍ଲକରେ ଏବଂ ଅଏଲ ଓ ଆଇଓସିଏଲ ସହିତ ସହଭାଗିତାରେ ଏଚଓଇସିର ସଂଚାଳିତ ଡିରାକ ଅଂଚଳରେ ଡିରାକ-୧ କୂଅରେ ଏକ ନୂଆ ଭଣ୍ଡାର, ସ୍ୟାଣ୍ଡ-୯ର ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି। କୂଅରୁ ପ୍ରତିଦିନ ୬ ମିଲିୟନ ୟୁନିଟ କ୍ୟୁବିକ ଫୁଟ ଗ୍ୟାସ ପ୍ରବାହ ହେଉଥିବା ସୂଚନା ମିଳିଛି।

ଶଙ୍ଖ ଭବନ ପ୍ରସଙ୍ଗ: ତଦନ୍ତ ହେବ କହିଲେ ରାଜସ୍ୱ ମନ୍ତ୍ରୀ, ଅଭିଯୋଗ ଭିତ୍ତିହୀନ କହିଲା ବିଜେଡି

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories