ଶଙ୍ଖ ଭବନ ପ୍ରସଙ୍ଗ: ତଦନ୍ତ ହେବ କହିଲେ ରାଜସ୍ୱ ମନ୍ତ୍ରୀ, ଅଭିଯୋଗ ଭିତ୍ତିହୀନ କହିଲା ବିଜେଡି

ଡେସ୍କ: ଭୁବନେଶ୍ୱରରେ ଥିବା ବିଜୁ ଜନତା ଦଳର ମୁଖ୍ୟାଳୟ ତଥା ଶଙ୍ଖ ଭବନ ବେଆଇନ୍‌‌ ଭାବେ ନିର୍ମାଣ ହୋଇଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି। ଶଙ୍ଖ ଭବନ ନିର୍ମାଣ ହୋଇଥିବା ୪ଟି ପ୍ଲଟ୍‌‌ ମଧ୍ୟରୁ ଗୋଟିଏ ପ୍ଲଟର କିସମ ରୋଡ୍‌‌ ବା ‘ସଡ଼କ’ ଥିଲେ ବି ସେ କିସମରେ କାରସାଦି କରାଯାଇ ତାକୁ ଘରବାଡି ପ୍ଲଟ୍‌‌ରେ ବଦଳା ଯାଇ ତା ଉପରେ ନିର୍ମାଣ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ସମ୍ପତ୍ତିର ବଜାର ମୂଲ୍ୟ ୧୦୦ … Continue reading ଶଙ୍ଖ ଭବନ ପ୍ରସଙ୍ଗ: ତଦନ୍ତ ହେବ କହିଲେ ରାଜସ୍ୱ ମନ୍ତ୍ରୀ, ଅଭିଯୋଗ ଭିତ୍ତିହୀନ କହିଲା ବିଜେଡି