www.samajalive.in
Sunday, December 7, 2025
26.1 C
Bhubaneswar

ଯୁବତୀଙ୍କ ମୁଣ୍ଡରୁ ବାହାରିଲା ୭୦ ଛୁଞ୍ଚି

ସମ୍ବଲପୁର: ଯୁବତୀଙ୍କ ମୁଣ୍ଡରୁ ବାହାରିଲା ମୋଟ ୭୦ଟି ଛୁଞ୍ଚି । ଭୀମସାରରେ ସଫଳ ଅପରେସନ ପରେ ସମସ୍ତ ଛୁଞ୍ଚି ବାହାର କରିଲେ ସ୍ୱତନ୍ତ୍ର ଡାକ୍ତରୀ ଦଳ । ଅପରେସନରେ ଭୀମସାରର ୧୦ଜଣ ଡାକ୍ତର ସାମିଲ ଥିବା ନେଇ ସୂଚନା ଦେଇଛନ୍ତି ଭୀମସାର କର୍ତ୍ତୃପକ୍ଷ । ଗୁଣି ଗାରେଡି କରି ଗୁଣିଆ ଜଣଙ୍କ ଯୁବତୀଙ୍କ ମୁଣ୍ଡରେ ୭୦ଛୁଞ୍ଚି ଫୋଡିଥିଲେ । ଗତକାଲି କଣ୍ଟାବାଞ୍ଜିରେ ବି ଛୁଞ୍ଚି ଫୋଡିଥିଲେ । ଅପରେସନ ପରେ ବର୍ତ୍ତମାନ ଯୁବତୀ ଜଣଙ୍କ ସୁସ୍ଥ ଥିବା ସୂଚନା ମିଳିଛି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories