www.samajalive.in
Saturday, December 6, 2025
14.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ପୁରୀ : ଜ୍ୱରରୁ ସୁସ୍ଥ ହେଲେ ଶ୍ରୀଜୀଉ..

ହେଲା ରାଜପ୍ରାସାଦ ବିଜେ ନୀତି..

- Advertisement -

ମହାପ୍ରଭୁଙ୍କ ସୁସ୍ଥ ଖବର ନେଇ ରାଜପ୍ରାସାଦରେ ପହଞ୍ଚିଲେ ସେବାୟତ..

ଶ୍ରୀଜୀଉଙ୍କ ସୁସ୍ଥ ଖବର ନେଇ ମହାରାଜାଙ୍କୁ ଜଣାଇଲେ..

ଗୁପ୍ତ ଉପଚାର ପରେ ଜ୍ୱରରେ ପୀଡିତ ଶ୍ରୀଜୀଉ ଏବେ ସମ୍ପୂର୍ଣ୍ଣ ସୁସ୍ଥ..

ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ହେଲେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି..

କଲକାତା: କଙ୍ଗାରୁକୋର୍ଟରେ ନିର୍ଯାତନା ପରେ ଏସିଡ୍ ପିଇ ମହିଳାଙ୍କ ଆତ୍ମହତ୍ୟା..

ପଶ୍ଚିମବଙ୍ଗର ଜଳପାଇଗୁଡ଼ି ଜିଲାରେ ଘଟିଛି ଘଟଣା, ୪ ଅଭିଯୁକ୍ତ ଗିରଫ..

ନୂଆଦିଲ୍ଲୀ: ଜାମିନ ପାଇଁ ହାଇକୋର୍ଟ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ..

ଜୁଲାଇରୁ ନଭେମ୍ବର ମା’ଲକ୍ଷ୍ମୀ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ : ମିଳିବ ଧନ ହିଁ ଧନ, ଚାକିରି, ରହିବନି ଚିନ୍ତା..

ଶୁକ୍ରବାର ହେବ ପିଟିସନର ଶୁଣାଣି, ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ପରେ ଗିରଫ କରିଛି ସିବିଆଇ..

ରାଜ୍ୟରେ ୫ ଦିନ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ..

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories