କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..
ଢେଙ୍କାନାଳ: ଝାଡ଼ବନ୍ଧସ୍ଥିତ ଢେଙ୍କାନାଳ ଷ୍ଟିଲ୍ ପ୍ଲାଣ୍ଟରେ କାରଖାନାରେ ଲୁହା ଶେଡ୍ ଭୁଶୁଡ଼ି ୨ କର୍ମଚାରୀ ମୃତ, ୫ ଗୁରୁତର ଆହତ..
ଘଟଣା ପରେ କାରଖାନା ପରିସରରେ ଚାପା ଉତ୍ତେଜନା..
ନୂଆଦିଲ୍ଲୀ: ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ସାଂସଦ ଭର୍ତ୍ତୃହରି ମହତାବ, ରାଷ୍ଟ୍ରପତିି ଭବନରେ ଶପଥପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ..
ନୂଆଦିଲ୍ଲୀ: କାମଚଳା ବାଚସ୍ପତି ଭାବେ ଶପଥ ନେବା ପରେ ସଂସଦରେ ନବନିର୍ବାଚିତ ସାଂସଦମାନଙ୍କୁ ଶପଥପାଠ କରାଇବେ ଭର୍ତ୍ତୃହରି ମହତାବ, ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ଅନୁଷ୍ଠିତ ହେବ ଶପଥଗ୍ରହଣ କାର୍ଯ୍ୟକ୍ରମ..
ବାଲେଶ୍ଵରରେ ସପ୍ତାହେ ପରେ ସ୍ଵାଭାବିକ ହେଲା ମୋବାଇଲ ଇଣ୍ଟରନେଟ୍ ସେବା..
ଶ୍ରୀକ୍ଷେତ୍ରରେ ଆଉ ନାହିଁ ଗହଳି ଚହଳି: ଚଳଚଞ୍ଚଳ ବ୍ରହ୍ମଗିରିର ଅଲାରନାଥ ପୀଠ, ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ..
ଚତୁର୍ଦ୍ଧାମୂରତି ଜ୍ବରରେ ପୀଡିତ ହେବା ପରେ ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ସେବା..
ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ..
ଆରମ୍ଭ ହେଲା ସଂସଦର ସ୍ୱତନ୍ତ୍ର ଅଧିବେଶନ..
ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..
ଶପଥ ପାଠ କରାଇଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ..



