ଥାଇରଏଡ ପାଇଁ ଶରୀରରେ ହୁଏ ଏସବୁ ପରିବର୍ତ୍ତନ, ମିଳେ ଏହି ସଙ୍କେତ.. 

ଭାରତ ସମେତ ଅଧିକାଂଶ ଦେଶରେ ଥାଇରଏଡ ସମସ୍ୟା ଖୁବ୍ ବୃଦ୍ଧି ପାଉଛି। ତେଣୁ ଏହି ରୋଗ ପାଇଁ ସାବଧାନତା ଅବଲମ୍ବନ କରିବା ସହ ସତର୍କ ରହିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ସାଧାରଣତଃ ଓଜନ ବୃଦ୍ଧି ଓ ହରମୋନ ଅନିୟନ୍ତ୍ରିତ ହେବା କାରଣରୁ ଲୋକଙ୍କୁ ଏହି ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଆମ ଗଳା ନିକଟରେ ଏକ ଗ୍ରନ୍ଥି ଅଛି ଯେଉଁଠାରେ ହରମୋନ୍ ଉତ୍ପନ୍ନ ହୁଏ। ଏହି କାରଣରୁ, ଦୁଇ ପ୍ରକାରର ସମସ୍ୟା ଦେଖାଯାଏ, ଯାହାକୁ ହାଇପରଥାଇରଏଡିଜିମ୍ … Continue reading ଥାଇରଏଡ ପାଇଁ ଶରୀରରେ ହୁଏ ଏସବୁ ପରିବର୍ତ୍ତନ, ମିଳେ ଏହି ସଙ୍କେତ..