ଅପରାହ୍ଣ ୪ଟା ମୁଖ୍ୟ ଖବର

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ସ୍ନାନ ନୀତି ସମ୍ପନ୍ନ, ୧୦୮ ଗରା ଜଳରେ ସ୍ନାନ କଲେ ଶ୍ରୀଜୀଉ..

ରାଜ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି..

କେତେକ ସ୍ଥାନରେ ଜାରି ରହିଛି ବର୍ଷା..

୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା..

ଦେଖନ୍ତୁ ଭିଡିଓ ; ଛାତ୍ରଙ୍କ ଉତ୍ତର ଖାତା ଦେଖି ଶିକ୍ଷକଙ୍କୁ ଲାଗିଲା ବଡ ଝଟକା, ହୃତପିଣ୍ଡର ଚିତ୍ର କରି ଲେଖିଲେ ଏମିତି..

ବାଲେଶ୍ୱରରେ ୯ଘଣ୍ଟା ପାଇଁ କର୍ଫ୍ୟୁ କୋହଳ..

ଆଜିଠୁ ମିଳିବ ଇଣ୍ଟରନେଟ୍‌‌ ସେବା..

ସୋର : ବାପା-ମାଆଙ୍କୁ ହତ୍ୟା କରି ମାଟିରେ ପୋତିଲା ପୁଅ, ବାହାରିଛି ଜଣଙ୍କ ମୃତଦେହ, ପୁଲିସ ତଦନ୍ତ ଜାରି..

ସୁବର୍ଣ୍ଣପୁର : ଡ୍ରେନ୍ ସଫା ବେଳେ କାନ୍ଥ ଭୁଶୁଡି ଦମ୍ପତି ମୃତ, ସୋନପୁରରେ ଘରୋଇ ଡ୍ରେନ୍ କାମ ବେଳେ ଅଘଟଣ..

ବାସ୍ ଘରେ ଏହି ଜିନିଷ ରହିଲେ ବିଳମ୍ବରେ ହୁଏ ଚାକିରି, ବିବାହ, ଲାଗି ରହେ ଅସଫଳତା..

Comments are closed.