ଦେଖନ୍ତୁ ଭିଡିଓ ; ଛାତ୍ରଙ୍କ ଉତ୍ତର ଖାତା ଦେଖି ଶିକ୍ଷକଙ୍କୁ ଲାଗିଲା ବଡ ଝଟକା, ହୃତପିଣ୍ଡର ଚିତ୍ର କରି ଲେଖିଲେ ଏମିତି..

ନୂଆଦିଲ୍ଲୀ : ଅନେକ ସମୟରେ ଏପରି କିଛି ଘଟଣା ସାମ୍ନାକୁ ଆସିଥାଏ। ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ନିକଟରେ ସ୍କୁଲରେ ପାଠ ପଢୁଥିବା ଜଣେ ଛାତ୍ରଙ୍କ ଉତ୍ତର ଖାତା ବେଶ ଭାଇରାଲ୍ ହେବା ସହ ଏବେ ଚ ର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ଉତ୍ତର ଖାତା ପଢି ଶିକ୍ଷକଙ୍କୁ ଯେପରି ୪୪୦ ଭୋଲ୍ଟର କରେଣ୍ଟ ଲାଗିଛି। ପରୀକ୍ଷା ଖାତାରେ ହୃତପିଣ୍ଡର ଚିତ୍ର କରି ଏହାର ବିିଭିନ୍ନ ଅଂଶରେ ନାମ ଓ ଏହାର କାର୍ଯ୍ୟ ସ୍ଥାନରେ ଏପରି … Continue reading ଦେଖନ୍ତୁ ଭିଡିଓ ; ଛାତ୍ରଙ୍କ ଉତ୍ତର ଖାତା ଦେଖି ଶିକ୍ଷକଙ୍କୁ ଲାଗିଲା ବଡ ଝଟକା, ହୃତପିଣ୍ଡର ଚିତ୍ର କରି ଲେଖିଲେ ଏମିତି..