www.samajalive.in
Sunday, December 7, 2025
23.1 C
Bhubaneswar

ଦେଖନ୍ତୁ ଭିଡ଼ିଓ: କେମିତି ଏକା ସାଙ୍ଗରେ ନଦୀ ପାର ହେଲେ ଶହଶହ ହାତୀ

ସମାଜ ଡିଜିଟାଲ ଡେସ୍କ: ନଦୀରେ ପାଣି ଭରି ରହିଛି। ଏହି ସମୟରେ ନଦୀ ପାର ହେଉଛନ୍ତି ଶହଶହ ହାତୀପଲ। ଏ ଦୃଶ୍ୟ ହେଉଛି ବ୍ରହ୍ମପୁତ୍ର ନଦୀର। ଏକା ସାଙ୍ଗରେ ଶହଶହ ହାତୀ ପଲ କିଭଳି ଭାବେ ନଦୀ ପାର ହେଉଛନ୍ତି ଦେଖନ୍ତୁ। ଏହି ଭିଡ଼ିଓକୁ ଜଣେ ୟୁଜର୍ସ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏପରି ଚମତ୍କାର ଦୃଶ୍ୟକୁ ଦେଖିବା ପରେ ସେହି ଭିଡ଼ିଓକୁ ଆଇଏଫଏସ୍‌‌ (ଭାରତୀୟ ବନ ସେବା ଅଧିକାରୀ) ସୁଶାନ୍ତ ନନ୍ଦ ନିଜ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories