www.samajalive.in
Saturday, December 6, 2025
15.1 C
Bhubaneswar

ଖରାଦିନେ ଚିକେନ ଖାଇବେ କି ନାହିଁ..

ଖରାଦିନେ ସ୍ୱାସ୍ଥ୍ୟ ବିଶେଷଜ୍ଞ ହାଲୁକା ଖାଦ୍ୟ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥାଆନ୍ତି। କାରଣ ଅତ୍ୟଧିକ ଖରା, ଗରମ କାରଣରୁ ପାଚନ ତନ୍ତ୍ର ଧିମା କାର୍ଯ୍ୟ କରିଥାଏ। ଏହା ପରେ ମଧ୍ୟ ଖରାଦିନେ ଅଧିକାଂଶ ଲୋକେ ତେଲ, ମସଲାଯୁକ୍ତ ଖାଦ୍ୟ ଗ୍ରହଣ କରି ଥାଆନ୍ତି। ଆମିଷ ଖାଦ୍ୟ ଏପରିକି ଚିକେନ୍ ମଧ୍ୟ ଅଧିକ ସେବନ କରି ଥାଆନ୍ତି। ତେବେ ପ୍ରଶ୍ନ ଆସିଥାଏ, ଖରାଦିନେ ଚିକେନ ଖାଇବା ଉଚିତ୍ କି ଅନୁଚିତ୍।
ଖରାଦିନେ ଚିକେନ୍ ଖାଉଥିଲେ, ମସଲା ବ୍ୟବହାର କରି ଏହାର ସେବନ କରନ୍ତୁ ନାହିଁ। ନିୟମିତ ବଦଳରେ ମାସକୁ ଥରେ ଖାଇପାରିବେ।
ଅଧିକ ତେଲ ମସଲାଯୁକ୍ତ ଚିକେନ୍ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି କରିଥାଏ। ମୋଟାପଣ ବୃଦ୍ଧି ସହ ପେଟ ଜନିତ ରୋଗର କାରଣ ପାଲଟିଥାଏ।
ସୀମିତ ମାତ୍ରାରେ ଏହାର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇନଥାଏ।

ରାତି ସାରା ଏସିରେ ଶୋଇବା ଶରୀର ପାଇଁ ବିପଦ ; ଦେଖାଦେବ ୫ଟି ମୁଖ୍ୟ ସମସ୍ୟା..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories