www.samajalive.in
Saturday, December 6, 2025
19.1 C
Bhubaneswar

ଚୋର ଆସିଲେ ମାନେ ଜଳିବ ବଲବ୍ ; ଦାମ୍ ଖୁବ୍ କମ୍, ମାତ୍ର ଏତିକି..

ଲୋକେ ନିଜ ଘରକୁ ଚୋର ଓ ଅଜଣା ବ୍ୟକ୍ତିଙ୍କ ଠାରୁ ରକ୍ଷା କରିବା ପାଇଁ ବିଭିନ୍ନ ଉପାୟ ପ୍ରତି ଧ୍ୟାନ ଦେଇଥାଆନ୍ତି। ସିସିଟିଭି କ୍ୟାମେରା ଠାରୁ ଆରମ୍ଭ କରି ରାତି ଜଗୁଆଳୀ ପର୍ଯ୍ୟନ୍ତ ରଖି ଥାଆନ୍ତି।
ସେଭଳି ହିଁ ଆଉ ଏକ ଜିନିଷ ଏବେ ବଜାରରେ ଉପଲବ୍ଧ। ଯାହା ଖୁବ୍ କାମର ଜିନିଷ ମଧ୍ୟ। ମୋସନ ସେନ୍ସର୍ ଥିବା ବୈଦ୍ୟୁତିକ ବଲବ୍। ଏହା ଘରକୁ ସୁରକ୍ଷା ପ୍ରଦାନ କରିବାରେ ବେଶ ସହାୟକ ହୋଇଥାଏ।
କେବଳ ଘରକୁ ସୁରକ୍ଷା ଦିଏ ତାହା ନୁହେଁ ବରଂ ନିତିଦିନିଆ ଜୀବନରେ ମଧ୍ୟ ବ୍ୟବହାର ଉପଯୋଗୀ ହୋଇଥାଏ। ଖୁବ୍ ସହଜରେ ଏହି ବଲବ୍ କାର୍ଯ୍ୟ କରିଥାଏ।
ଏଥିରେ ଏକ ମୋସନ ସେନ୍ସର ଲଗା ଯାଇଛି। ଯାହା ୧୦ ମିଟର ପର୍ଯ୍ୟନ୍ତ କାମ କରିଥାଏ। ଏହି ୧୦ ମିଟର ମଧ୍ୟରେ କୌଣସି ହଲଚଲ୍ ହେଲେ ଏହା ବଲବକୁ ଜଣାଇଥାଏ।
ଏହାପରେ ବଲବ୍ ଜଳି ଉଠି ଥାଏ।
ଏହାର ଘର ଭିତରେ ଓ ବାହାରେ ବ୍ୟବହାର କରି ପାରିବେ। ଏହାକୁ ବଗିଚାରେ ଓ ସିଢି ଘରେ ମଧ୍ୟ ବ୍ୟବହାର କରି ପାରିବେ।
ବଜାରରେ ଏଭଳି ଅନେକ ଜିନିଷ ଉପଲବ୍ଧ। ଏହାର ମୂଲ୍ୟ ୫ଶହ ଟଙ୍କାରୁ ମଧ୍ୟ କମ୍।
ନିଜ ଇଚ୍ଛା ଅନୁଯାୟୀ ମୋଶନ୍ ସେନ୍ସରର ହୋଲ୍ଡର ମଧ୍ୟ କିଣି ପାରିବେ।

ରାତି ସାରା ଏସିରେ ଶୋଇବା ଶରୀର ପାଇଁ ବିପଦ ; ଦେଖାଦେବ ୫ଟି ମୁଖ୍ୟ ସମସ୍ୟା..

- Advertisement -

 

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories