www.samajalive.in
Saturday, December 6, 2025
15.1 C
Bhubaneswar

ଆଉ କିଛି ଦିନ ପରେ ତ୍ରିଗ୍ରହୀ ଯୋଗ ; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ଏମିତି ଚମକିବ ଭାଗ୍ୟ..

ଗ୍ରହଙ୍କ ରାଜା ସୂର୍ଯ୍ୟ ଦେବତା ୧୫ ଜୁନରେ ବୃଷ ରାଶିରୁ ମିଥୁନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହାସହ ୧୨ ଜୁନରେ ବୁଧ ଓ ୧୪ ଜୁନରେ ଶୁକ୍ର ମଧ୍ୟ ଏହି ରାଶିରେ ପ୍ରବେଶ କରିବେ।
ଜ୍ୟୋର୍ତିବିଦଙ୍କ କହିବାନୁଯାୟୀ, ମିଥୁନ ରାଶିରେ ସୂର୍ଯ୍ୟ-ବୁଧ-ଶୁକ୍ର ଏକାଠି ହେବା ଦ୍ୱାରା ତ୍ରିଗ୍ରହୀ ଯୋଗ ଫଳରେ ୪ ରାଶି ଭାଗ୍ୟ ଚମକିବ..

ବୃଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ନୂତନ ଘର, ଦୋକାନ, ଭୂମି ଆଦିରେ ଲାଭବାନ୍ ହେବେ। ଅଟକି ଥିବା ଟଙ୍କା ଫେରସ୍ତ ମିଳିବ। ସରକାରୀ ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆପଣଙ୍କୁ ଏକ ବଡ ଲାଭ ମିଳିବ। ପୁରୁଣା ନିବେଶରୁ ବଡ ଲାଭ ମିଳିବ।

- Advertisement -

ମିଥୁନ – ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବ। ପଦ ଓ ପ୍ରତିଷ୍ଠାରେ ବୃଦ୍ଧି ହେବା ନେଇ ଆଶା ରହିଛି। ନେତୃତ୍ୱ ଗୁଣ ସାମ୍ନାକୁ ଆସିବ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ ଆର୍ଥିକ ସ୍ଥିତି ମଜଭୂତ ହେବ। ଧନ ସମ୍ପତ୍ତି ପ୍ରାପ୍ତି ହେବ। ଖର୍ଚ୍ଚ କମ୍ ହେବା ସହ ସଞ୍ଚୟ ଅଧିକ କରିବେ।

ଶନି କରିବେ ବିପରୀତ ଚଳନ ; ଏହି ରାଶିଙ୍କର ୫ ମାସ ପର୍ଯ୍ୟନ୍ତ ରହିବନି ଅଭାବ..

ସିଂହ – ଧନ ସମ୍ପତ୍ତି ବୃଦ୍ଧି ହେବ। ମନ ପସନ୍ଦର ଚାକିରି ମିଳିବ। କର୍ମକ୍ଷେତ୍ରରେ ଲାଭବାନ୍ ହେବେ। ନୂତନ ଚାକିରିର ସୁଯୋଗ ମଧ୍ୟ ରହିଛି। ବ୍ୟବସାୟୀଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ଟଙ୍କା ନିବେଶ ପାଇଁ ଉତ୍ତମ ସମୟ। ଆଗାମୀ ସମୟରେ ଅଧିକ ଧନ ଲାଭ କରିବେ।

କନ୍ୟା – କର୍ମକ୍ଷେତ୍ରରେ ସଫଳତା ମିଳିବ। ଚାକିରି-ବ୍ୟବସାୟରେ ଲାଭ ହେବ। ବୟସ୍କଙ୍କ ନିକଟରୁ ସହଯୋଗ ମିଳିବ। ଚାକିରିରେ ପଦନ୍ନୋତି ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ରୋଗ ଦୂର ହୋଇ ସ୍ୱାସ୍ଥ୍ୟ ଉତ୍ତମ ରହିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories