ଶନି କରିବେ ବିପରୀତ ଚଳନ ; ଏହି ରାଶିଙ୍କର ୫ ମାସ ପର୍ଯ୍ୟନ୍ତ ରହିବନି ଅଭାବ..

ଶନି ଦେବଙ୍କୁ କର୍ମଫଳ ଦାତା କୁହାଯାଏ। ଶନିଙ୍କ କୃପାରୁ ରାଜା ଭଳି ଜୀବନ ମିଳିବା ସହ ଧନୀ ହୋଇଥ।ଆନ୍ତି। ସେଥିପାଇଁ କୁହାଯାଏ ଶନି ଦରିଦ୍ରଙ୍କୁ ରାଜା କରି ପାରନ୍ତି, ରାଜାକୁ ଦରିଦ୍ର କରି ପାରନ୍ତି। ଶନି ଅନେକ ସମୟରେ ବିଭିନ୍ନ ରାଶିରେ ଉଦୟ, ଅସ୍ତ ସହ ବକ୍ରୀ ହୋଇଥାଆନ୍ତି। ୩୦ ଜୁନରେ ଶନି ବକ୍ରି ଚଳନ କରିବା ଆରମ୍ଭ କରିବେ। ଶନିଙ୍କ ବିପରୀତ ଚଳନ ୧୫ ନଭେମ୍ବର ପର୍ଯ୍ୟନ୍ତ ରହିବ। ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଏହି … Continue reading ଶନି କରିବେ ବିପରୀତ ଚଳନ ; ଏହି ରାଶିଙ୍କର ୫ ମାସ ପର୍ଯ୍ୟନ୍ତ ରହିବନି ଅଭାବ..