www.samajalive.in
Tuesday, December 9, 2025
23.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବଡ଼ ବିପଦ ଟଳିଲା.. ଅଳ୍ପକେ ବର୍ତ୍ତିଲେ ଯବାନ.. କୁମ୍ବିଂ ଅପରେସନ ବେଳେ ୨ଟି ଟିଫିନ ବୋମା ଠାବ.. କୋଟଗଡ଼ ଲାସେରି ସଂରକ୍ଷିତ ଜଙ୍ଗଲରୁ ଟିଫିନ ବୋମା ଉଦ୍ଧାର.. ସିଆରପିଏଫ ଏବଂ ଏସଓଜି ଯବାନ କରୁଥିଲେ କୁମ୍ବିଂ ଅପରେସନ..

ଆପ୍‌କୁ ଝଟ୍‌କା.. ଶିକ୍ଷା ମନ୍ତ୍ରୀ ଆତିଶୀଙ୍କୁ ସମନ.. ବିଜେପି ମୁଖପାତ୍ର ପ୍ରବୀଣ ଶଙ୍କର କପୁରଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମାମଲାରେ କୋର୍ଟଙ୍କ ସମନ.. ଜୁନ୍‌ ୨୯ରେ ହାଜର ହେବାକୁ ନିର୍ଦେଶ..

- Advertisement -

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ଉପଶାସ୍ତ୍ରୀ ପରୀକ୍ଷା ଫଳ ପ୍ରକାଶିତ.. ୮୯.୮୩ % ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ..

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଗୁରୁତର ଅସୁସ୍ଥ.. ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି..

ମିଜୋରାମରେ ପଥର ଖାଦାନ ଭୁଶୁଡି ଘଟଣା.. ମୃତ୍ୟୁ ସଂଖ୍ୟା ୧୫..

ରଣଜିତ ସିଂହ ହତ୍ୟାକାଣ୍ଡ ମାମଲା.. ରାମ ରହିମ ନିର୍ଦ୍ଦୋଷରେ ଖଲାସ..

ପୁଲିସ ଗାଡି ଦୁର୍ଘଟଣାଗ୍ରସ୍ତ, ୯ ଆହତ.. ନିର୍ବାଚନ ଡ୍ୟୁଟିକୁ ଯିବାବେଳେ ଦୁର୍ଘଟଣା ଘଟିଥିବା ସୂଚନା.. ସମସ୍ତ ୯ଜଣ ମହିଳା ପୁଲିସ କର୍ମଚାରୀ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି..

ଆଗାମୀ ଦୁଇ ତିନି ଦିନରେ ୩ରୁ ୫ ଡିଗ୍ରୀ ବଢିବ ତାତି.. ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶିକା.. ୫ ଦିନ ଯାଏଁ ହିଟଓ୍ବେଭ୍ ପ୍ରଭାବ ରହିବା ନେଇ ପାଣିପାଗ ବିଭାଗର ସୂଚନା..

କିଛି ସ୍ଥାନରେ କାଳେବୈଶାଖୀ ବର୍ଷା ଆକଳନ.. ୪ ଦିନ ଭିତରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ..

ଜୁନ ୪ରେ ଫଳାଫଳ ଆସିବ.. ମୁଖ୍ୟମନ୍ତ୍ରୀରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେଇଯିବେ ନବୀନ ବାବୁ.. ଚାନ୍ଦବାଲି ସଭାରେ ଏମିତି କହିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ..

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories