www.samajalive.in
Saturday, December 13, 2025
23.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମେ’ ୧ରେ ଏସଆଇଟି ଆଗରେ ହାଜର ହେବେ ପ୍ରଜ୍ବଳ ରେଭାନ୍ନା.. ସେକ୍ସ ସ୍କାଣ୍ଡାଲ ମାମଲାରେ ଦେଶ ଛାଡ଼ି ପଳାଇଥିବା ହାସନ ସାଂସଦ ପ୍ରଜ୍ୱଳ ରେଭାନ୍ନା ଏକ ବୟାନ ଜାରି କରି ଏହା କହିଛନ୍ତି..

ରଥ ନିର୍ମାଣକୁ ନେଇ ଚଳଚଞ୍ଚଳ ରଥଖଳା.. ଆଜି ତିନି ରଥର ନାହାକା, ଅଖ ନିର୍ମାଣ ଅନୁକୂଳ ପୂଜା ବିଶ୍ୱକର୍ମା ସେବକଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଛି.. ଆସନ୍ତା ବୁଧବାର ପବିତ୍ର ଭଉଁରୀ ତିଥିରେ ପାଳିତ ହେବ ଚକା ଡେରା ନୀତି..

- Advertisement -

ଜୁନ ୧ସୁଦ୍ଧା କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ.. ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା.. ପାଗ ଅନୁକୂଳ ଥିବାରୁ ନିର୍ଦ୍ଧାରିତ ସମୟରେ ଛୁଇଁବ..

ଆସନ୍ତାକାଲିଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଓଡ଼ିଶାରେ ବଢ଼ିବ ତାପମାତ୍ରା..

ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀକୁ ବିରୋଧ କରି ଖୋର୍ଦ୍ଧା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ଘେରାଉ କଲେ ହଜାର ହଜାର ବିଜେପି ସମର୍ଥକ..

କେନ୍ଦ୍ରାପଡାରେ ବିଜେପି ଉପରେ ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍‌‌.. ନାଁ ନନେଇ ପରୋକ୍ଷରେ ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ୍‌‌..

କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର.. ଜୁଲାଇରୁ ବିଜୁଳି ବିଲ୍‌‌ ଆସିବ ନାହିଁ ବୋଲି କହିଛନ୍ତି ନବୀନ..

ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ ବୋମାମାଡ଼ କରି ଅଭିଯୁକ୍ତ ଫେରାର.. ବୋମାମାଡ଼ରେ ସ୍କର୍ପିଓ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ସୂଚନା.. ଖଣ୍ଡଗିରି ଥାନାରେ ଏତଲା..

ସିମୁଳିଆ ପାର୍ବତୀପୁର ଗାଁରେ ଅଭାବନୀୟ ଘଟଣା.. ବେକରେ ବିଦ୍ୟୁତ୍ ତାର ଲଗାଇ ସ୍ଵାମୀ ଏବଂ ସ୍ତ୍ରୀଙ୍କ ଆତ୍ମହତ୍ୟା.. ଘର ଭିତରୁ ମୃତଦେହ ଜବତ.. ପାରିବାରିକ କଳହରୁ ଜୀବନ ହାରିଥିବା ସନ୍ଦେହ..

ପୁଣେ ପୋର୍ସେ କାର୍‌‌ ଦୁର୍ଘଟଣା ମାମଲାରେ ମିଳିଲା ନୂଆ ତଥ୍ୟ.. ଅଭିଯୁକ୍ତକୁ ଖସାଇବାକୁ ହୋଇଥିଲା ଷଡ଼ଯନ୍ତ୍ର.. ରକ୍ତ ନମୁନା ବଦଳାଇଥିବା ୨ ଡାକ୍ତର ଗିରଫ..

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories