Patra electronics

ଚମ୍ପୁଆରେ ଅରୁଣ ଗୋଭିଲଙ୍କ ନିର୍ବାଚନୀ ପ୍ରଚାର

ଚମ୍ପୁଆ: କେନ୍ଦୁଝର ଜିଲା ଚମ୍ପୁଆରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ସାମିଲ ହେଲେ ରାମାୟଣ ସିରିଏଲର ରାମ ବା ଅଭିନେତା ଅରୁଣ ଗୋଭିଲ୍‌‌। ବିଜେପିର ଷ୍ଟାର ପ୍ରଚାରକ ହୋଇଥିବାରୁ ଓଡ଼ିଶାରେ ନିର୍ବାଚନ ପ୍ରଚାର କରୁଛନ୍ତି ଅରୁଣ। ଜନସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଭୋଟ ଭିକ୍ଷା କରିଛନ୍ତି। ମୋଦୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବାକୁ ହେଲେ ଦଳୀୟ ପ୍ରାର୍ଥୀଙ୍କ ଲାଗି ବିପୁଳ ଭୋଟରେ ବିଜୟ କରିବାକୁ ଅରୁଣ ଅପିଲ୍‌‌ କରିଛନ୍ତି।

Comments are closed.