www.samajalive.in
Friday, December 5, 2025
17.1 C
Bhubaneswar

ଧନୀ ହେବା ସହ ଭାଗ୍ୟ ଚମକିବାର ସଙ୍କେତ ଦିଏ ଏହି ସ୍ୱପ୍ନ..

ସ୍ୱପ୍ନ ଶାସ୍ତ୍ର ଅନୁସାରେ ସ୍ୱପ୍ନରେ ଭିନ୍ନ ଭିନ୍ନ ଜିନିଷ ଦେଖିବା ବିଭିନ୍ନ ସଙ୍କେତ ଦେଇଥାଏ। ଏଭଳି କିଛି ସ୍ୱପ୍ନ ରହିଛି ଯାହା ଭାଗ୍ୟ ଚମକିବା ସହ ଶୁଭ ସଙ୍କେତ ଦେଇଥାଏ।

୩ଟି ବାସ୍ତୁ ଉପାୟ; ଘରେ ଜମା ହେବନି ଟଙ୍କା ଅଭାବ,କି ବାସ୍ତୁ ଦୋଷ..

- Advertisement -

ସ୍ୱପ୍ନ ଶାସ୍ତ୍ର ଅନୁସାରେ ସ୍ୱପ୍ନରେ ସୁନା-ଚାନ୍ଦି ଦେଖିବା ଅତ୍ୟନ୍ତ ଶୁଭ। ଯଦି ଆପଣ ସ୍ୱପ୍ନରେ ସୁନା ଗହଣାକୁ ଦେକାନରେ ହେଉ କିମ୍ବା ଘରେ ଦେଖୁଛନ୍ତି, ଏହା ଶୁଭଙ୍କର। ସୁନାଗହଣା ସମ୍ପତ୍ତି ଓ ସମୃଦ୍ଧିର ପ୍ରତୀକ। ଏହା ମା’ଲକ୍ଷ୍ମୀଙ୍କର ମଧ୍ୟ ପ୍ରତୀକ। ଘରକୁ ମା’ ଲକ୍ଷ୍ମୀ ଆସିବାର ଏହା ସଙ୍କେତ ଦେଇଥାଏ।

ଶୁକ୍ରଙ୍କ ରାଶି ପରିବର୍ତ୍ତନ ; ଭାଗ୍ୟଶାଳୀ ହେବେ ଏହି ରାଶି, ହେବନି ପକେଟ୍ ଖାଲି, ମିଳିବ ଚାକିରି..

ନିଜକୁ ସୁନାଗହଣା କିଣୁଥିବା ଅବସ୍ଥାରେ ଦେଖିବା ମଧ୍ୟ ଶୁଭଙ୍କର। ଏହାର ଅର୍ଥ ଭବିଷ୍ୟତରେ ଆପଣଙ୍କୁ ଲାଭ ମିଳିବା ସହ ହଠାତ୍ ଧନ ମିଳିବ। ଘରେ କଦାପି ଧନର ଅଭାବ ହେବ ନାହିଁ। ଆଲମିରା କଦାପି ଖାଲି ହେବ ନାହିଁ।
ସ୍ୱପ୍ନରେ କାହାରିକୁ ସୁନାଗହଣା ଉପହାରରେ ଦେବା ଦେଖିବା ମଧ୍ୟ ଶୁଭଙ୍କର। ଏହାର ଅର୍ଥ ଖୁବ୍ ଶୀଘ୍ର କର୍ମକ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories