www.samajalive.in
Saturday, December 6, 2025
16.1 C
Bhubaneswar

୨୦୨୫ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନବର୍ଷା କରିବେ ରାହୁ..

ରାହୁ ଗ୍ରହ ନବଗ୍ରହଙ୍କ ମଧ୍ୟରେ ଜଣେ। ଏହାଙ୍କୁ ଛାୟା ଗ୍ରହ ବୋଲି ମଧ୍ୟ କୁହାଯାଏ। ରାହୁ ଗୋଟିଏ ରାଶିରେ ପ୍ରାୟ ୧୮ ମାସ ପର୍ଯ୍ୟନ୍ତ ରହି ଥାଆନ୍ତି। ଗୋଟିଏ ରାଶିକୁ ପୁଣି ଆସିବାକୁ ଅନେକ ବର୍ଷ ଲାଗିଥାଏ।
ଛାୟା ଗ୍ରହ ରାହୁ ୩୦ ଅକ୍ଟୋବର ୨୦୨୩ରେ ମୀନ ରାଶିରେ ପ୍ରବେଶ କରିଥିଲେ। ବର୍ତ୍ତମାନ ୧୮ ମେ ୨୦୨୫ ପର୍ଯ୍ୟନ୍ତ ଏହି ରାଶିରେ ରହିବେ। ମୀନ ରାଶିର ସ୍ୱାମୀ ବୃହସ୍ପତି।
ଜ୍ୟୋତିଷ ଗଣନା ଅନୁଯାୟୀ, ବୃହସ୍ପତିଙ୍କ ରାଶିରେ ରାହୁଙ୍କ ଉପସ୍ଥିତି ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ୨୦୨୫ ପର୍ଯ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ଜାଣନ୍ତୁ..

୧୯ ମେ’ରେ ବିଶେଷ ଯୋଗ: ଏହି ରାଶିଙ୍କୁ ମିଳିବ ସଫଳତା,ଚାକିରି, ଧନ.. ବଦଳିଯିବ ଭାଗ୍ୟ.. ଅନ୍ୟ ରାଶିରେ ପଡିବ କି ପ୍ରଭାବ..

- Advertisement -

ବୃଷ – ବୃଷ ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍ ଧନସମ୍ପତ୍ତି ପ୍ରାପ୍ତି ହେବ। ଅଯଥାରେ ଟଙ୍କା ଖର୍ଚ୍ଚ ହେବ ନାହିଁ। ଧନ ସଞ୍ଚୟ କରିବେ। ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବ।
ନୂତନ ଯାନ କିଣିବାର ଯୋଗ ରହିଛି। ନିବେଶ କଲେ ଲାଭଦାୟକ ହେବ। ଆସନ୍ତା ବର୍ଷ ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ଖୁବ୍ ସଫଳତା ପ୍ରାପ୍ତି ହେବ।
ମିଥୁନ- ଆୟରେ ବୃଦ୍ଧି ହେବ। ଧନସମ୍ପତ୍ତି ପ୍ରାପ୍ତି ହେବ। ଚାକିରି କ୍ଷେତ୍ରରେ ପଦନ୍ନୋତି ହେବ। ବେତନ ବୃଦ୍ଧି ହେବ।
ବିଛା – ୨୦୨୫ ପର୍ଯ୍ୟନ୍ତ ଆପଣଙ୍କୁ ହଠାତ୍ ଧନ ପ୍ରାପ୍ତି ହେବ। ଟଙ୍କା ନିବେଶ କରି ଖୁବ୍ ଲାଭବାନ୍ ହେବେ। ଆୟର ନୂତନ ସ୍ରୋତ ମିଳିବ।
ବିଦ୍ୟାର୍ଥୀଙ୍କ ଏକାଗ୍ରତା ବୃଦ୍ଧି ହେବ। ପାଠ ପଢାରେ ଉତ୍ତମ ଫଳ ପ୍ରାପ୍ତି ହେବ। ବିଦେଶ ଭ୍ରମଣର ଯୋଗ ରହିଛି। ପ୍ରେମ ସମ୍ପର୍କ ଭଲ ରହିବ।

 

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories