www.samajalive.in
Sunday, December 14, 2025
18.1 C
Bhubaneswar

ନୂଆବର୍ଷରେ ମକର, କୁମ୍ଭ ଓ ମୀନ ରାଶିର ବ୍ୟକ୍ତି ଖାଆନ୍ତୁ ଏହି ଖାଦ୍ୟ

ନୂଆ ବର୍ଷ ପାଇଁ ସାରା ଭାରତରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କିନ୍ତୁ ଆପଣ ଯଦି ନିଜ ନୂଆ ବର୍ଷକୁ ଅଭୁଲା କରିବାକୁ ଚାହୁଁଛନ୍ତି ତେବେ କିଛି ଉପାୟ କରିବାକୁ ପଡିବ। ସମସ୍ତେ ଜାଣିଛନ୍ତି ଯେ, ବିନା ପରିଶ୍ରମରେ କୌଣସି ଜିନିଷ ମିଳି ନଥାଏ। କିନ୍ତୁ ବେଳେବେଳେ ଅଳ୍ପ ପରିଶ୍ରମ ଦ୍ବାରା ଅନେକ କିଛି ମିଳିଥାଏ। ନୂଆ ବର୍ଷରେ ନିଜ ରାଶି ଅନୁସାରେ ଭୋଜନ କରିବା ଦ୍ବାରା ପୂରା ବର୍ଷ ଭଲରେ ବିତିବ।

 

- Advertisement -

ମକର : ଏହି ରାଶିର ବ୍ୟକ୍ତିଙ୍କର ମାନସିକ ସ୍ଥିତି ନୂଆବର୍ଷରେ ଭଲ ରହିବ। ଏହାସହ ପରିବାର ସଦସ୍ୟଙ୍କ ସହ ଖୁସିରେ ରହିବେ। ନୂଆବର୍ଷରେ ମକର ରାଶିର ବ୍ୟକ୍ତିମାନେ କ୍ଷୀର, ଦହି, ଲେମ୍ବୁ ପାଣି , ଟମାଟର ସୁପ, ମିଠା ଫଳ ଇତ୍ୟାଦି ଖାଇ ପାରିବେ।

କୁମ୍ଭ : ଏହି ରାଶିର ବ୍ୟକ୍ତିଙ୍କୁ ରାଗ ଶୀଘ୍ର ଆସିଥାଏ। ଏହି ରାଶିର ବ୍ୟକ୍ତିମାନେ ଭାବ ବିହୁଳ ହୋଇ ଥାଆନ୍ତି। ନୂଆ ବର୍ଷରେ ଆଳୁ, ବିଟ ଜୁସ, ରୁଟି, କଦଳୀ ଇତ୍ୟାଦି ଖାଆନ୍ତୁ। ଏପରି କରିବାଦ୍ବାରା ସୂର୍ୟ୍ୟ ଓ ମଙ୍ଗଳ ଗ୍ରହ ବଳବାନ ହୋଇଥାଆନ୍ତି।

ମୀନ : ଏହି ରାଶିର ବ୍ୟକ୍ତିଙ୍କୁ ଚର୍ମ ଜନିତ ରୋଗର ସମସ୍ୟା ରହିଥାଏ। ଏହା ନୂଆବର୍ଷରେ ଅନେକ ଅସୁବିଧା ସୃଷ୍ଟି କରିପାରେ। ଏମାନଙ୍କୁ ଦୃତଗତିରେ କାମ କରିବାର ଅଭ୍ୟାସ ରହିଛି। ଏହି ରାଶିର ବ୍ୟକ୍ତିମାନେ ରାବିଡି, ସେଓ, ଅମୃତଭଣ୍ଡା, ଅଅଁଳା, ପାଳଙ୍ଗ, ମେଥି, ଭାତ ଇତ୍ୟାଦି ଖାଇବା ଉଚିତ।

ଆଲେଖ୍ୟ : ପ୍ରଜ୍ଞାସିନୀ ମଲ୍ଲିକ୍

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories