www.samajalive.in
Saturday, December 6, 2025
15.1 C
Bhubaneswar

ମେ’ ୧୨ରୁ ଏହି ରାଶିଙ୍କର ଆଉ ଚିନ୍ତା ନାହିଁ, ହେବେ ମାଲାମାଲ, ବନ୍ଦ ଭାଗ୍ୟର ଖୋଲିବ ତାଲା..

ମେ’ ୧୨ରେ ଶନି ନକ୍ଷତ୍ର ପରିବର୍ତ୍ତନ କରିବେ। ଏହି ଦିନ ଶନିଦେବତା ପୂର୍ବାଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ। ଗୁରୁଙ୍କ ନକ୍ଷତ୍ରରେ ଶନିଙ୍କ ପ୍ରବେଶ କିଛି ରାଶିଙ୍କ ପାଇଁ ଲାଭଦାୟକ ହେବା ସହ ବନ୍ଦ ଭାଗ୍ୟର ତାଲା ଖୋଲିବ।
ଜ୍ୟୋର୍ତିବିଦଙ୍କ କହିବାନୁଯାୟୀ, ପୂର୍ବାଭାଦ୍ରପଦ ନକ୍ଷତ୍ରର ସ୍ୱାମୀ ଗୁରୁ। ତେଣୁ ଏହି ନକ୍ଷତ୍ରରେ ଶନିଙ୍କ ଚଳନ ୪ ରାଶିଙ୍କୁ ମାଲାମାଲ କରିବ।

ମେଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଅଟକି ଥିବା କାର୍ଯ୍ୟ ପୂରଣ ହେବ। ଅଯଥା ଖର୍ଚ୍ଚ ହେବ ନାହିଁ। ଧନସମ୍ପତ୍ତି ବୃଦ୍ଧି ହେବ। ସମ୍ପର୍କରେ ମଧୁରତା ରହିବ। ଜୀବନସାଥିଙ୍କ ସହ ଭଲ ସମୟ ଅତିବାହିତ ହେବ। ଟଙ୍କା ନିବେଶ ପାଇଁ ଭଲ ସମୟ ରହିଛି। ପୁରୁଣା ନିବେଶରୁ ମଧ୍ୟ ଲାଭବାନ୍ ହେବେ।

- Advertisement -

ମିଥୁନ – ଆପଣଙ୍କୁ ସନ୍ତାନ ପକ୍ଷରୁ ଶୁଭ ଖବର ମିଳିବ। ଆୟରେ ନୂତନ ସ୍ରୋତ ବୃଦ୍ଧି ହେବ। ଚାକିରିରେ ପଦନ୍ନୋତି ହେବ।

ଅକ୍ଷୟ ତୃତୀୟାରେ ଆଣନ୍ତୁ ମା’ଲକ୍ଷ୍ମୀଙ୍କ ପ୍ରିୟ ଜିନିଷ ; ହେବ ଧନବର୍ଷା..

ସିଂହ – ଆୟରେ ବୃଦ୍ଧି ହେବ। ପ୍ରେମ ସମ୍ପର୍କରେ ସଫଳତା ମିଳିବ। ପରିବାରରେ ସ୍ନେହ ସହ ଭଲ ପାଇବା ବୃଦ୍ଧି ହେବ। ସମ୍ପର୍କୀୟଙ୍କ ସହ ଉତ୍ତମ ବୁଝାମଣା ରହିବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। ଘର ପରିବାରରେ ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହେବ। ସୁଖସମୃଦ୍ଧି ବୃଦ୍ଧି ହେବ।

ଧନୁ – ବ୍ୟବସାୟରେ ଆର୍ଥିକ ଲାଭର ଯୋଗ ରହିଛି। ପୈତୃକ ସମ୍ପତ୍ତି ମିଳିପାରେ। କର୍ମକ୍ଷେତ୍ରରେ ଲାଭବାନ୍ ହେବେ। ଚାକିରିରେ ନୂଆ ଦାୟିତ୍ୱ ମିଳିବ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories