www.samajalive.in
Saturday, December 6, 2025
17.1 C
Bhubaneswar

ଜାଣନ୍ତି କି କେଉଁ ସମୟରେ ପୂଜା କଲେ ପ୍ରସନ୍ନ ହୁଅନ୍ତି ମା’ଲକ୍ଷ୍ମୀ: ହୁଏ ଧନର ବର୍ଷା, ଚମକେ ଭାଗ୍ୟ..

ମା’ଲକ୍ଷ୍ମୀ ଧନର ଦେବୀ। ତାଙ୍କ କୃପାରୁ ଜୀବନରେ କଦାପି ଧନର ଅଭାବ ହୋଇନଥାଏ। ଆର୍ଥିକ କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଥାଏ।
ସଭିଏଁ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ସର୍ବଦା ଚେଷ୍ଟା କରନ୍ତି। ବିଭିନ୍ନ ଉପାୟ ଆପଣାଇବା ସହ ପୂଜାର୍ଚ୍ଚନା କରନ୍ତି। ମା’ଲକ୍ଷ୍ମୀଙ୍କ କୃପା ପାଇଁ ଶୁକ୍ରବାର ଦିନ ବ୍ରତ ମଧ୍ୟ ପାଳନ କରନ୍ତି। ମାତ୍ର ମା’ଲକ୍ଷ୍ମୀଙ୍କୁ ଏକ ବିଶେଷ ସମୟରେ ପୂଜା କଲେ ଧନର ବର୍ଷା ହୋଇଥାଏ। ଭାଗ୍ୟ ଚମକିଥାଏ।
ଧର୍ମ-ଶାସ୍ତ୍ରରେ ମା’ଲକ୍ଷ୍ମୀଙ୍କୁ ପୂଜା କରିବାର ସବୁଠାରୁ ଶୁଭ ସମୟ ବର୍ଣ୍ଣନା କରାଯାଇଛି। ଏହି ସମୟରେ ପୂଜା କରିବା ଦ୍ୱାରା ମା’ଲକ୍ଷ୍ମୀ ଧନର ବର୍ଷା କରନ୍ତି ବୋଲି ମାନ୍ୟତା ରହିଛି।

ଅକ୍ଷୟ ତୃତୀୟାରେ ବିଶେଷ ସଂଯୋଗ; ଖାଲି ସୁନା-ଚାନ୍ଦି ନୁହେଁ, ଏସବୁ କିଣିଲେ ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା, ହେବ ଧନ ବର୍ଷା..


ମା’ଲକ୍ଷ୍ମୀଙ୍କ ପୂଜା ପାଇଁ ସନ୍ଧ୍ୟା ସମୟ ସବୁଠାରୁ ସର୍ବୋତ୍ତମ। ସୂର୍ଯ୍ୟାସ୍ତ ହେବାର କିଛି ସମୟ ପରେ ମା’ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ମା’ଲକ୍ଷ୍ମୀଙ୍କ ପୂଜା କରିବା ସହ ତୁଳସୀଙ୍କ ନିକଟରେ ଘିଅ ଦୀପ ଲଗାନ୍ତୁ।
ଯେଉଁ ଘରେ ସନ୍ଧ୍ୟା ସମୟରେ ମା’ଲକ୍ଷ୍ମୀଙ୍କ ପୂଜା ସହ ତୁଳସୀଙ୍କ ନିକଟରେ ଘିଅ ଦୀପ ଲଗାଯାଏ, ସେହି ଗୃହରେ ମା’ଲକ୍ଷ୍ମୀ ସର୍ବଦା ବାସ କରନ୍ତି। ଘର ସର୍ବଦା ଧନସମ୍ପତ୍ତିରେ ପୂରି ଉଠେ। ଧନ ବୃଦ୍ଧି ହୋଇଥାଏ। ଆଦୌ ଧନର ଅଭାବ ହୋଇନଥାଏ। ଅଯଥାରେ ଟଙ୍କା ଖର୍ଚ୍ଚ ହୋଇନଥାଏ।

- Advertisement -

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories