www.samajalive.in
Saturday, December 13, 2025
14.1 C
Bhubaneswar

ଖାଦ୍ୟପ୍ରେମୀଙ୍କ ପାଇଁ ନିଆରା ସ୍ଥାନ

ନାରିଆମଙ୍ଗଲମ ଆସିଲେ ଆପଣ ଭ୍ରମଣର ମଜା ସହ ଖାଦ୍ୟପେୟର ମଧ୍ୟ ଭରପୁର ମଜା ଉଠାଇପାରିବେ। ଏଠାକାର ଷ୍ଟ୍ରିଟ ଫୁଡ଼ ଖୁବ ପ୍ରସିଦ୍ଧ ଅଟେ।
ଇଟିଲି ଓ ଦୋସା ହେଉଛି ଦକ୍ଷିଣ ଭାରତର ଏକ ସ୍ୱତନ୍ତ୍ର ଖାଦ୍ୟ ଅଟେ। ଏଠାକାର ପ୍ରାୟ ପ୍ରତ୍ୟେକ ସ୍ଥାନରେ ଏହି ଖାଦ୍ୟ ମିଳିଥାଏ। ମାତ୍ର ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନ ଛଡ଼ା ନାରିଆମଙ୍ଗଲମ ଏକ ସୌନ୍ଦର୍ଯ୍ୟମୟ ସ୍ଥାନ ଅଟେ। ନାରିଆମଙ୍ଗଲମର ସୁନ୍ଦରମୟ ସ୍ଥାନ ଭ୍ରମଣ କରିବା ସହ ଏଠାକାର ଖାଦ୍ୟପେୟ ମଧ୍ୟ ଖୁବ ପ୍ରସିଦ୍ଧ ଅଟେ।
କେରଳର କେତେକ ପ୍ରସିଦ୍ଧ ଖାଦ୍ୟର ମଜା ଏଠାରେ ମଧ୍ୟ ମିଳିଥାଏ। ନାରିଆମଙ୍ଗଲମର ବଜାରରେ ଏପରି ବହୁ ଦୋକାନ ରହିଛି, ଯେଉଁଠାରେ ସ୍ୱତନ୍ତ୍ର ଓ ସ୍ୱାଦିଷ୍ଟ ଖାଦ୍ୟ ମିଳିଥାଏ। ସେହି ଖାଦ୍ୟ ମଧ୍ୟରେ ଦୋସା, କିଛି ସ୍ୱତନ୍ତ୍ର ବ୍ୟଞ୍ଜନ, ଚଟଣି, ଆଦି ମିଳିଥାଏ। ଅନ୍ୟ ସ୍ଥାନ ତୁଳନାରେ ଏଠାକାର ଖାଦ୍ୟଦ୍ରବ୍ୟ ବେଶ ସ୍ୱାଦିଷ୍ଟ ଅଟେ। ଖାଦ୍ୟ ପଦାର୍ଥ ମଧ୍ୟରେ ଏଠାରେ ଆମିଷ ବ୍ୟଞ୍ଜନର ସ୍ୱାଦ ମଧ୍ୟ ଭିନ୍ନ ଅଟେ। ଆମିଷ ବ୍ୟଞ୍ଜନମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ମାଛ ସହ ମାଂସର ମଧ୍ୟ ସୁସ୍ୱାଦୁ ବ୍ୟଞ୍ଜନ ମଧ୍ୟ ମିଳିଥାଏ।
ବିଭିନ୍ନ ପ୍ରକାରର ଖାଦ୍ୟ ସହ ଏଠାରେ କଫିରେ ଅଦା ପଡ଼ିଥାଏ। ଯାହା କଫିର ସ୍ୱାଦକୁ ବଢାଇଥାଏ। ତେଣୁ ଲଙ୍କା ପକୁଡ଼ି ସହ ଅଦା କଫିର ବେଶ ଲୋକେ ମଜା ନେଇଥାଆନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories