ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଘରେ ପୁଲିସର ରେଡ୍

0

ବରଗଡ: ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଘରେ ଆଜି ପୁଲିସ ଚଢଉ କରିଛି । ମନ୍ତ୍ରୀଙ୍କ ସୋହେଲା ବାସଭବନରେ ପୁଲିସର ଚଢଉ ଜାରି ରହିଛି । ଉପନିର୍ବାଚନରେ ଟଙ୍କା କାରବାରକୁ ନେଇ ଚଢଉ କରାଯାଇଥିବା ଜଣାପଡିଛି । ଚଢାଉ ବେଳେ ମନ୍ତ୍ରୀଙ୍କ ଘରୁ କୌଣସି ଆପତ୍ତିଜନକ କାଗଜପତ୍ର ଓ ଟଙ୍କା ମିଳି ନଥିବା ସୂଚନା ରହିଛି ।

Leave A Reply