www.samajalive.in
Saturday, December 13, 2025
26.1 C
Bhubaneswar

ବୟସ ବଢିବା ସହ କମି ଯାଉଛି କି ତ୍ୱଚାର ଚମକ? ପିଅନ୍ତୁ ଏହି ଚା’..

ସଭିଏଁ ଇଚ୍ଛା କରନ୍ତି, ସେମାନେ ସର୍ବଦା ଯୁବା ରୁହନ୍ତୁ ଓ ତ୍ୱଚାର ଚମକ ବଜାୟ ରହିବା ସହ ସୁସ୍ଥ ରହୁ। ସୌନ୍ଦର୍ଯ୍ୟ ହ୍ରାସ ନପାଉ। ମାତ୍ର ଯେପରି ବୟସ ବୃଦ୍ଧି ପାଏ ସ୍ୱାସ୍ଥ୍ୟ ସହ ତ୍ୱଚା ଜନିତ ସମସ୍ୟା ମଧ୍ୟ ଦେଖାଯାଏ। ସୁନ୍ଦରତା ହ୍ରାସ ପାଇଥାଏ। ବୟସ ବଢିବା ସହ ତ୍ୱଚାର ସୁନ୍ଦରତା ବଜାୟ ରଖିବା ପାଇଁ କିଛି ସରଳ ଉପାୟ ରହିଛି, ଯାହାକୁ ଅପାଣାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଆପଣ ସବୁବେଳେ ସୁନ୍ଦର ଦେଖାଯିବା ପାଇଁ ଇଚ୍ଛୁକ ଥିଲେ, ୩୦ ବର୍ଷ ବୟସ ପରେ ନିଜ ଖାଦ୍ୟରେ କିଛି ସ୍ୱତନ୍ତ୍ର ଜିନିଷ ସାମିଲ କରନ୍ତୁ। ପୋଷଣ ମାଧ୍ୟମରେ ଶରୀର ଓ ତ୍ୱଚାକୁ ସୁସ୍ଥ ରଖିପାରିବେ। ତେଣୁ ୩୦ ବର୍ଷ ହେବା ପରେ ଗ୍ରୀନ ଟି ପିଇବା ଆରମ୍ଭ କରନ୍ତୁ। ଗ୍ରୀନଟିରେ ଭିଟାମିନ୍,ଆଣ୍ଟି-ଅକ୍ସିଡାଣ୍ଟ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ତ୍ୱଚାକୁ ଯୁବା ରଖିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ହ୍ୱାଟ୍ସଆପ୍ ଆଣିଲା ବଡ ଅପଡେଟ୍ ; ଏସବୁ ବଦଳିବ,ଯୋଡି ହେଲା ନୂଆ ଦମଦାର୍ ଫିଚର୍..

- Advertisement -

ଗ୍ରୀନ ଟି ତ୍ୱଚାକୁ ଯୁବା ରଖିବା ସହ ବୟସ ଜନିତ ସମସ୍ୟାକୁ କମ୍ କରିଥାଏ। ବୟସ ବୃଦ୍ଧି ହେଲେ ମୁହଁରେ ବିଭିନ୍ନ ଦାଗ, କୁଞ୍ଚନ ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଏହାର ସେବନ ଦ୍ୱାରା ତ୍ୱଚା କୋମଳ ରହିବା ସହ ଚମକ ବୃଦ୍ଧି ପାଇବାରେ ସହାୟକ ହୋଇଥାଏ। ଗ୍ରୀନ ଟି ପେଟ ଜନିତ ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ। ମୁହଁର ଶୁଷ୍କତା, ବ୍ରଣ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ।

ଗ୍ରୀନଟି ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ଭରପୁର। ଏହା ଶରୀରରେ ବୟସ ବଢିବା କାରଣରୁ ସୃଷ୍ଟି ହେଉଥିବା ସମସ୍ୟାକୁ ଦୂର କରିଥାଏ।

ଘରେ ରଖନ୍ତୁ ୩ଟି ଜିନିଷ : ଚୁମ୍ବକ ଭଳି ଟାଣି ହୋଇ ଆସେ ଟଙ୍କା, ଦୂର ହୁଏ ବାସ୍ତୁ ଦୋଷ..

ଏଥିରେ ଆଣ୍ଟି-ଇନଫ୍ଲେମେଟରୀ ଗୁଣ ରହିଛି। ଯାହା ତ୍ୱଚାରେ ସୃଷ୍ଟି ହେଉଥିବା ଅନେକ ସମସ୍ୟାକୁ ଦୂର କରିଥାଏ।
ଗ୍ରୀନ ଟି ଶରୀର ବିଷାକ୍ତ ପଦାର୍ଥକୁ ଶେଷ କରିବା ସହ ତ୍ୱଚା ଜନିତ ଅନେକ ସମସ୍ୟା ଦୂର କରିଥାଏ। ତ୍ୱଚାକୁ ହାନୀକାରକ ଅତି ବାଇଗଣୀ ରଶ୍ମି ପ୍ରଭାବରୁ ରକ୍ଷା କରିଥାଏ।

ଗ୍ରୀନ ଟି ତ୍ୱଚାରେ ବ୍ରଣ ସହ ଜଡିତ ହରମୋନକୁ ନିୟନ୍ତ୍ରଣ କରିଥାଏ। ଫଳରେ ତ୍ୱଚାରୁ ବ୍ରଣ ସମସ୍ୟା ଦୂର ହୋଇଥାଏ।

ଜଳୁଛି ରାଜଧାନୀ ; ସାଢେ ୨ଟା ସୁଦ୍ଧା ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories