ଜଳୁଛି ରାଜଧାନୀ ; ସାଢେ ୨ଟା ସୁଦ୍ଧା ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ..

ଭୁବନେଶ୍ୱର : ଜଳୁଛି ରାଜଧାନୀ। ରେକର୍ଡ ଭାଙ୍ଗୁଛି ତାପମାତ୍ରା। ଗୁରୁବାର ଭୁବନେଶ୍ୱରର ତାପମାତ୍ରା ସାଢେ ୨ଟା ସୁଦ୍ଧା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡା ୪୨.୬, ବାଲେଶ୍ୱର ୪୨.୨, ସମ୍ବଲପୁର ୪୧.୭, ହୀରାକୁଦ ୪୧.୪, ଚାନ୍ଦବାଲି ୪୧.୨, କେନ୍ଦୁଝର ୪୦.୯ ଏବଂ ରାଉକେଲା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ଦିନ 2ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା ଭୁବନେଶ୍ୱର: 43.6°Cଝାରସୁଗୁଡା: 42.6°ବାଲେଶ୍ୱର: 42.2°Cସମ୍ବଲପୁର: 41.7°Cହୀରାକୁଦ: 41.4°Cଚାନ୍ଦବାଲି: 41.2°Cକେନ୍ଦୁଝର: 40.9°Cରାଉରକେଲା: 40.2°Cପାରାଦ୍ୱୀପ: 36.3°Cପୁରୀ : 35°Cଗୋପାଳପୁର: 34.8°C … Continue reading ଜଳୁଛି ରାଜଧାନୀ ; ସାଢେ ୨ଟା ସୁଦ୍ଧା ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ..