www.samajalive.in
Friday, December 12, 2025
16.1 C
Bhubaneswar

ନିଜର ସୁନ୍ଦରତା ପାଇଁ ପରିଚିତ ଏହି ସ୍ଥାନ

ଭାରତରେ ପ୍ରତି ଚାରି ମାସରେ ଗୋଟିଏ ଋତୁ ଅନୁଭବ ହୋଇଥାଏ। କେତେବେଳେ ଗରମ ଅନୁଭୂତ ହୋଇଥାଏ ତ କେତେବେଳେ ଥଣ୍ଡା ଲାଗିଥାଏ। ଋତୁ ବଦଳିବା ପଛରେ ପ୍ରକୃତିର ହାତ ରହିଥାଏ। କିନ୍ତୁ ଭାରତ​‌ରେ ଏପରି କିଛି ସ୍ଥାନ ରହିଛି ଯେଉଁଠାରେ ବର୍ଷସାରା ଗୋଟିଏ ଋତୁ ଅନୁଭୂତ ହୋଇଥାଏ। ସେଠାକୁ ଯାଇ ଆପଣ ପ୍ରକୃତିକୁ ପାଖରୁ ଅନୁଭବ କରି ପାରିବେ।

ଆସନ୍ତୁ ଜାଣିବା ସେହି ସ୍ଥାନ ବିଷୟରେ ..

- Advertisement -
Pic courtesy : McKinsey

ମେଡଲିନ :

କଲମ୍ବିଆର ଏହି ସହର ନିଜର ପ୍ରାକୃତିକ ସୁନ୍ଦରତା ପାଇଁ ସାରାବିଶ୍ବରେ ପରିଚିତ। ଏଠାରେ ସବୁଆଡେ ପ୍ରାକୃତିକ ଶସ୍ୟଶ୍ୟାମଳା ପରିବେଶ ଦେଖିବାକୁ ମିଳିଥାଏ। ଲୋକମାନେଏହି ସ୍ଥାନକୁ ‘ସିଟି ଅଫ୍ ସ୍ପ୍ରିଙ୍ଗ୍‌’ ନାମରେ ଜାଣି ଥାଆନ୍ତି। ଏଠାକାର ମନମୁଗ୍ଧକର ପରିବେଶ ସମସ୍ତଙ୍କୁ ସୌନ୍ଦର୍ଯ୍ୟମୟ ଲାଗିଥାଏ। ଏଠାରେ ଫଟୋ ଉଠାଇବାକୁ ଅନେକ ପର୍ଯ୍ୟଟକଙ୍କ ଭିଡ ଦେଖାଯାଇଥାଏ।

pic courtesy : Royal Caribbean

ନିସ୍ :

ଏହି ସହର ଫ୍ରାନ୍ସର ଉତ୍ତର ଦିଗରେ ଅବସ୍ଥିତ। ଏହାର ଚର୍ତୁଦିଗ ପାହାଡ ପର୍ବତରେ ଆବଦ୍ଧ। ପ୍ରତିବର୍ଷ ଏଠାରେ ଗୋଟିଏ ଋତୁ ଅନୁଭୂତ ହୋଇଥାଏ। ଏଠାରେ ଅଧିକ ଥଣ୍ଡା କି ଅଧିକ ଗରମ କିମ୍ବା ବର୍ଷା ହୋଇ ନଥାଏ। ପର୍ଯ୍ୟଟକମାନେ ଦୂରଦୂରାନ୍ତରୁ ଆସି ଏଠାକାର ପରିବେଶକୁ ଉପଭୋଗ କରି ଥାଆନ୍ତି। ଏଠାକାର ଭଲ କଥା ହେଉଛି, ଏହି ସ୍ଥାନରେ ଖୁବ୍ କମ୍ ବ୍ୟକ୍ତି ରୋଗର ପଡି ଥାଆନ୍ତି।ଏହି ସ୍ଥାନ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଅଟେ।

pic courtesy : TripAdvisor

ସିଡ୍‌ନୀ :

ଅଷ୍ଟ୍ରେଲିଆର ଏହି ସହର ନିଜର ପ୍ରାକୃତିକ ଋତୁ ପାଇଁ ଜଣାଶୁଣା। ଏହି ସହର ସୁନ୍ଦର କଳାକୃତି ପାଇଁ ଭାରତ ବର୍ଷରେ ନିଜର ପରିଚୟ ସୃଷ୍ଟି କରିପାରିଛି। ସେଠାକାର ସୁନ୍ଦର କଳାକୃତି ଦେଖିବା ପାଇଁ ଦୂରଦୂରାନ୍ତରୁ ଅନେକ ପର୍ଯ୍ୟଟକ ଆସି ଥାଆନ୍ତି। ନୂତନ ବିବାହ କରିଥିବା ବ୍ୟକ୍ତିମାନେ ଏଠାକୁ ବୁଲିବାକୁ ଆସିଥାଆନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories