www.samajalive.in
Sunday, December 14, 2025
19.1 C
Bhubaneswar

ଏହି ଗ୍ରହରେ ରୁହନ୍ତି ଏଲିଅନ୍ !

ନୂଆଦିଲ୍ଲୀ : ଅନ୍ୟଗ୍ରହ ବାସିନ୍ଦା ଏଲିଅନ୍‌ ଅସ୍ତିତ୍ବକୁ ନେଇ ଚର୍ଚ୍ଚା ଜାରି ରହିଛି। କେତେକ ଏଲିଅନ୍‌ଙ୍କ ଅସ୍ତିତ୍ବକୁ ସ୍ବୀକାର କରୁଥିବା ବେଳେ ଆଉ କେତେକ ଏହାକୁ ଅସ୍ବୀକାର କରୁଛନ୍ତି। ଅନ୍ୟପକ୍ଷରେ ଏଲିଅନ ରହୁଥିବା ଏକ ଗ୍ରହର ସନ୍ଧାନ ପାଇଥିବା ଗ୍ରହ ସମ୍ପର୍କରେ ତଦନ୍ତ କରୁଥିବା କେତେକ ବୈଜ୍ଞାନିକ ଦାବି କରିଛନ୍ତି। ଦି ଆଷ୍ଟ୍ରୋଫିଜିକାଲ ଜର୍ଣ୍ଣାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ସୌରଜଗତ ବାହାରରେ ଏପରି ଏକ ଗ୍ରହ ରହିଛି ଯେଉଁଠାରେ ଏଲିଅନ୍‌ ବାସ କରନ୍ତି। ଏହି ଗ୍ରହର​‌ ଗୋଟିଏ ପଟ ସର୍ବଦା ଆଲୋକରେ ଉଦ୍‌ଭାସିତ ହେଉଥିବା ବେଳେ ଅନ୍ୟପଟ ସର୍ବଦା ଅନ୍ଧକାରରେ ରହିଥାଏ। ଏହି ଗ୍ରହଟି କୌଆକୌଆ ତାରାମଣ୍ଡଳରେ ଥିବା ଦାବି କରାଯାଉଛି। ତେବେ ଏହି ଗ୍ରହ ସମ୍ପର୍କରେ ଅଧିକ ଜାଣିବାକୁ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ରର ବ୍ୟବହାର ସହ ଅନୁସନ୍ଧାନ କରିବାକୁ ପଡ଼ିବ ବୋଲି ଜର୍ଣ୍ଣାଲରେ ଦର୍ଶାଯାଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories