www.samajalive.in
Saturday, December 6, 2025
26.1 C
Bhubaneswar

ଆଇପିଏଲ୍‌ ମହାସମର: ଆଜି ପଞ୍ଜାବ କିଙ୍ଗସ୍‌-ସନରାଇଜର୍ସ ହାଇଦ୍ରାବାଦ ଟକ୍କର

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ସୋମବାର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌ ବିଜୟୀ ହୋଇଛି । କୋଲକାତା ନାଇଟ୍‌ ରାଇଡର୍ସକୁ ୭ ୱିକେଟରେ ପରାସ୍ତ କରିଛି । ପ୍ରାରମ୍ଭିକ ବ୍ୟାଟିଂ ସଫଳତା ସତ୍ତେ୍ୱ ସିଏସକେର ବୋଲର ନିୟମିତ ୱିକେଟ୍‌ ନେଇ କେକେଆରର ରନ୍‌ ସଂଗ୍ରହ ଉପରେ ଅଙ୍କୁଶ ଲଗାଇଥିଲେ । ଫଳରେ ୨୦ ଓଭର ଶେଷରେ କେକେଆର ୯ ୱିକେଟରେ ମାତ୍ର ୧୩୭ ରନ୍‌ କରିପାରିଥିଲା । ଋତୁରାଜ ଗାଏକୱାର୍ଡଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୧୪ ବଲ୍‌ ବାକି ଥାଇ ୩ ୱିକେଟ୍‌ ହରାଇ ସିଏସକେ ଜିତିଥିଲା । ସିଏସକେ ୫ମ ମ୍ୟାଚରେ ୩ୟ ବିଜୟ ହାସଲ କରିଛି । ୩ଟି ଯାକ ବ୍ୟାଚ୍‌ ସିଏସକେ ଘରୋଇ ପଡିଆରେ ଜିତିଛି । କେକେଆର୍‌ ୪ର୍ଥ ମ୍ୟାଚରେ ପ୍ରଥମ ପରାଜୟ ଭୋଗିଛି । ସେପଟେ ଆଜି ପଞ୍ଜାବ କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ରହିଛି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories