www.samajalive.in
Sunday, December 14, 2025
23.1 C
Bhubaneswar

ମୂଷା ଖାଇଗଲା ଗଞ୍ଜେଇ ଭାଙ୍ଗ, ବିଚାରପତି ତାଜୁବ

ସମାଜ: ଝାଡ଼ଖଣ୍ଡର ଧାନବାଦ ଜିଲାର ଏକ ଥାନାରେ ରଖାଯାଇଥିବା ଜବତ ୯ କିଲୋ ଗଞ୍ଜେଇ ଓ ୧୦ କିଲୋ ଭାଙ୍ଗକୁ ମୂଷାମାନେ ଚଳୁ କରିଦେଇଥିବା ସଂପୃକ୍ତ ଥାନା ଅଧିକାରୀ ସ୍ଥାନୀୟ ଫୌଜଦାରୀ ଅଦାଲତରେ ରିପୋର୍ଟ ଦାଖଲ କରିଛନ୍ତି। ୨୦୧୮ ଡିସେମ୍ବର ୧୪ରେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଏହି ଗଞ୍ଜେଇ ଓ ଭାଙ୍ଗ ଜବତ କରାଯାଇ ରାଜଗଞ୍ଜ ଥାନାରେ ରଖାଯାଇଥିଲା। ମାମଲାର ଶୁଣାଣି ଚାଲିଥିବା ବେଳେ ଏହି ଗଞ୍ଜେଇ ଓ ଭାଙ୍ଗ ଅଦାଲତରେ ଜମା କରିବାକୁ ବିଚାରପତି ନିର୍ଦେଶ ଦେଇଥିଲେ। ଥାନାରେ ରଖାଯାଇଥିବା ଏହି ଗଞ୍ଜେଇ ଓ ଭାଙ୍ଗକୁ ମୂଷାମାନେ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛନ୍ତି ବୋଲି ତଦନ୍ତକାରୀ ଅଧିକାରୀ ଅଦାଲତଙ୍କୁ ଜଣାଇଛନ୍ତି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories