www.samajalive.in
Sunday, December 14, 2025
26.1 C
Bhubaneswar

ଆପଣଙ୍କ ରାଶିରେ ଶନିଦଶା ପଡିଛି କି? କରନ୍ତୁ ଏମିତି ପୂଜା

ସମାଜ ଡିଜିଟାଲ ଡେସ୍କ: ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। ଶନିଦେବ କର୍ମ ଓ କାର୍ଯ୍ୟ ଅନୁଯାୟୀ ଫଳ ପ୍ରଦାନ କରିଥାନ୍ତି। ଯଦି ଆପଣଙ୍କ ରାଶିରେ ଶନିଦଶା ପଡିଛି ତେବେ କିଭଳି ପୂଜାର୍ଚ୍ଚନା କରି ଶନିଦେବଙ୍କୁ ସନ୍ତୁଷ୍ଟ କରିବେ ଚାଲନ୍ତୁ ଜାଣିବା।
ଆପଣଙ୍କ ରାଶିରେ ଶନିଙ୍କୁ ଶକ୍ତିଶାଳୀ କରିବା ପାଇଁ ଶନିବାର ଦିନ କଳା ରଙ୍ଗର ଜିନିଷ ଦାନ କରନ୍ତୁ। ଯେପରିକି କଳା ରଙ୍ଗର ପୋଷାକ, କଳା ରଙ୍ଗର ମିଠା ଜାତୀୟ ଖାଦ୍ୟ ପଦାର୍ଥ, କଳା ତେଲ, ଲୁହା ବାସନ ଏବଂ କଳା ରଙ୍ଗର କମ୍ବଳ।
ଶନିଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶନିବାର ଦିନ ଓସ୍ତ ଗଛ ମୂଳରେ ସୋରିଷ ତେଲରେ ଦୀପ ଜାଳନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ କୁଣ୍ଡଳୀରେ ଶନିଙ୍କ ସ୍ଥିତି ମଜବୁତ ହେବ।
ଶନିବାର ଦିନ ଗରିବଙ୍କୁ ଚମଡାରେ ତିଆରି ସାମଗ୍ରୀ ଦାନ କରନ୍ତୁ। ଯେପରିକି ଚପଲ, ଜୋତା ଆଦି ଦାନ କରନ୍ତୁ। ଏହା କରିଲେ ଶନି ଦେବ ସନ୍ତୁଷ୍ଟ ହୋଇଥାନ୍ତି।
ଶନିବାର ଦିନ ନିଶ୍ଚିତ ଭାବେ ହନୁମାନ ଚାଲିଶା ପାଠ କରନ୍ତୁ। ହନୁମାନ ମନ୍ଦିର ଯାଇ ଦର୍ଶନ କରନ୍ତୁ। ଏହା ଦ୍ୱାରା ଶନିଦୋଷ କଟିବା ସହିତ ଜୀବନରେ ସମସ୍ତ ବାଧା ଦୂର ହୋଇଥାଏ।
ଏହାସହିତ ଶନିବାର ଦିନ ଶନିଦେବଙ୍କ ମନ୍ତ୍ର ଜପ କରନ୍ତୁ। ଏହା ଦ୍ୱାରା ଜୀବନରେ ଅଗ୍ରଗତି ହେବା ସହ ଭଗବାନ କାଳବୈରଭଙ୍କ ପୂଜା କରନ୍ତୁ। ଆପଣଙ୍କ ରାଶିରେ ଶନିଦୋଷ କଟିବା ସହି ଶନିଦେବଙ୍କ କୃପା ପ୍ରାପ୍ତ ହେବ।

ଖର୍ଚ୍ଚ ଉପରେ ନିୟନ୍ତ୍ରଣ ନାହିଁ କି? ଏମିତି କରନ୍ତୁ ସଞ୍ଚୟ

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories