ଖର୍ଚ୍ଚ ଉପରେ ନିୟନ୍ତ୍ରଣ ନାହିଁ କି? ଏମିତି କରନ୍ତୁ ସଞ୍ଚୟ

ସମାଜ ଡିଜିଟାଲ ଡେସ୍କ: ମାସ ଆରମ୍ଭରେ ଲୋକମାନେ ଦରମା ପାଇବା ମାତ୍ରେ ଅତ୍ୟନ୍ତ ଖୁସି ହୋଇଥାନ୍ତି। ହେଲେ ମାସ ଶେଷ ହେବା ବେଳକୁ ପକେଟ ଫାଙ୍କା ହୋଇଥିବାରୁ ଚିନ୍ତାରେ ପଡିଥାନ୍ତି। ଦରମା ମିଳିବା ମାତ୍ରେ କେତେକ ଅନାବଶ୍ୟକ ଖର୍ଚ୍ଚ କରବାରେ ଲାଗିଥାନ୍ତି। ଅଜଥା ଖର୍ଚ୍ଚ ରୋକିବା ଏବଂ ଦୈନଦିନ ଜୀବନଶୈଳୀରେ ଆର୍ଥିକ ସନ୍ତୁଳନ ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ଅତ୍ୟଧିକ ଖର୍ଚ୍ଚରୁ ନିଜକୁ ରକ୍ଷା କରିବା, ବ୍ୟକ୍ତିଗତ ଖର୍ଚ୍ଚକୁ ସଠିକ୍‌‌ ଭାବେ କରିବା ଏବଂ ଆବଶ୍ୟକତାକୁ ମନେ … Continue reading ଖର୍ଚ୍ଚ ଉପରେ ନିୟନ୍ତ୍ରଣ ନାହିଁ କି? ଏମିତି କରନ୍ତୁ ସଞ୍ଚୟ