BJD Bijuli 480×75 Mob

ଲୋକଙ୍କୁ ଫୋନ କରି ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

BJD Bijuli 480×75 Mob

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବିକାଶ ମୂଳକ କାର୍ଯ୍ୟର ତଦାରଖ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୋଦ ନିଜେ ଲୋକଙ୍କୁ ଫୋନ କରି ବିକାଶ କାର୍ଯ୍ୟ ସଠିକ୍‌‌ ଭାବେ ହୋଇଛି କି ନାହିଁ କାମ କେତେ ଦୂର ଯାଇଛି ସେ ସବୁ ସମ୍ପର୍କରେ ସାଧାରଣ ଲୋକଙ୍କୁ ଫୋନ ଯୋଗେ ସିଧାସଳଖ ପଚାରିଛନ୍ତି ନବୀନ। ସ୍କୁଲ ରୂପାନ୍ତରଣ, ମନ୍ଦିର ଉନ୍ନତିକରଣ ଏବଂ ଅନ୍ୟାନ୍ୟ କାମ କେମିତି ଚାଲିଛି ଓ କାମ ସରିଲାଣି କି ନାହିଁ ଏସବୁ କଥା ପଚାରି ବୁଝିଛନ୍ତି। ପ୍ରତି ଉତ୍ତରରେ ଲୋକମାନେ ବି କାମ ଭଲ ହୋଇଥିବା ଏବଂ ଶେଷ ହୋଇଥିବା ଜଣାଇଛନ୍ତି। ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ।

ଦୁଇ ଏସପି ଓ ଜଣେ ଡିସିପିଙ୍କୁ ଦାୟିତ୍ୱ ଅନୁମତି

Comments are closed.