ଦୁଇ ଏସପି ଓ ଜଣେ ଡିସିପିଙ୍କୁ ଦାୟିତ୍ୱ ଅନୁମତି

ଭୁବନେଶ୍ୱର: ଦୁଇ ଜଣ ଏସପି ଓ ଜଣେ ଡିସିପିଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିବାକୁ ନିର୍ବାଚନ କମିସନ ଅନୁମତି ଦେଇଛନ୍ତି। ଦୁଇଜଣ ଏସପି ବ୍ରିଜେଶ କୁମାର ରାୟ ଓ ଡ.ଉମାଶଙ୍କର ଦାଶଙ୍କୁ ନିଯୁକ୍ତି ମିଳିଛି। ବ୍ରିଜେଶ କୁମାର ରାୟ ରାଉରକେଲା ଏସପି ହୋଇଥିବା ବେଳେ ଡ ଉମାକାନ୍ତ ଦାଶ ହୋଇଛନ୍ତି ଅନୁଗୁଳ ଏପସି। ସେହିପରି କଟକର ନୂଆ ଡିସିପି ଭାବେ ଆର.ପ୍ରକାଶଙ୍କୁ ନିଯୁକ୍ତି ମିଳିଛି। ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିସନ। Related … Continue reading ଦୁଇ ଏସପି ଓ ଜଣେ ଡିସିପିଙ୍କୁ ଦାୟିତ୍ୱ ଅନୁମତି