www.samajalive.in
Saturday, December 6, 2025
16.1 C
Bhubaneswar

ଏହି ବିଦେଶୀ ସୁନ୍ଦରୀଙ୍କୁ ଡେଟ୍ କରୁଛନ୍ତି କି ଶାହରୁଖ ଖାନଙ୍କ ପୁଅ ?

ମୁମ୍ବଇ: ଅନ୍ୟ ଷ୍ଟାର କିଡ୍ସଙ୍କ ପରି ଶାହାରୁଖଙ୍କ ବଡ଼ ପୁଅ ଆର୍ୟନ ଖାନ୍‌ ସର୍ବଦା ଆଗଧାଡିରେ ରହିଥାନ୍ତି । ଆଉ ସୋସିଆଲ ମିଡିଆରେ ତାଙ୍କର ବହୁତ୍ ଫ୍ୟାନ୍ ଫଲୋର୍ସ ମଧ୍ୟ ଅଛନ୍ତି ।  ଏସବୁ ମଧ୍ୟରେ ସେ ବର୍ତ୍ତମାନ ନିଜ କାର୍ଯ୍ୟ ପାଇଁ ନୁହେଁ , ବରଂ ବ୍ୟକ୍ତିଗତ ଜୀବନକୁ ନେଇ ହେଡଲାଇନରେ ଅଛନ୍ତି । ବାସ୍ତବରେ, କିଛି ଦିନ ହେବ ଆର୍ୟନଙ୍କ ଡେଟିଂ ଖବର ବହୁତ ଚର୍ଚ୍ଚାରେ ରହିଛି । ତେବେ ଆସନ୍ତୁ ଜାଣିବା ଆର୍ୟନ ଖାନ୍ କାହା ସହିତ ଡେଟ୍ କରୁଛନ୍ତି । କିଛି ଦିନ ହେବ ତାଙ୍କର କିଛି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ବ୍ରାଜିଲର ଜଣେ ଅଭିନେତ୍ରୀଙ୍କୁ ସେ ଡେଟ୍ କରୁଥିବା କୁହାଯାଉଛି। ଅଭିନେତ୍ରୀ ଜଣକ ହେଉଛନ୍ତି ଲାରିସା ବୋନ୍ସି। ଏଯାଏଁ ଦୁହେଁ ସମ୍ପର୍କ ନେଇ ମୁହଁ ଖୋଲିନାହାନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ତାଙ୍କର ଏହି ଭିଡିଓ ତାଙ୍କୁ ଚର୍ଚ୍ଚାର ପରିସରକୁ ଟାଣିଆଣିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories