ଫୁଲବାଣୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ନର୍ସଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିସହ ତାଙ୍କ ଦୁଇ ପିଲାଙ୍କୁ ଅପହରଣ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଯୁବକଙ୍କଠାରୁ ଦୁଇଟିଯାକ ପିଲାଙ୍କୁ ଉଦ୍ଧାର କରାଯାଇଛି। ସମ୍ପୃକ୍ତ ଅଭିଯୁକ୍ତ ସନ୍ତୋଷ ସ୍ୱାଇଁ ନର୍ସଙ୍କୁ ପ୍ରେମ କରୁଥିଲେ ବୋଲି ପୁଲିସକୁ କହିଛି।



