www.samajalive.in
Monday, December 15, 2025
26.1 C
Bhubaneswar

ଅସୁରକ୍ଷିତ ନାଳ ପୋଲ, ଲୋକେ ହନ୍ତସନ୍ତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ୍ ଅନ୍ତର୍ଗତ ଝିଲିମିଣ୍ଡା ଆରଡି ରାସ୍ତାର ବୁଗୁବୁଗା ପଞ୍ଚାୟତ ବୁଗୁବୁଗା -ଖିରାପାଲି ମଝିରେ ଥିବା କେଉଁଟି ନାଲା ପୋଲ ମଝିରେ ଦୀର୍ଘ ଦିନ ହେବ ଏକ ବଡ ଗର୍ତ୍ତ ସୃଷ୍ଟି ହୋଇ ବିପଦକୁ ଆମନ୍ତ୍ରଣ କରୁଛି । ଅଞ୍ଚଳଟି କୃଷି ବହୁଳ ଅଞ୍ଚଳ ଭାବେ ବେଶ୍ ପରିଚିତ ଥିବାବେଳେ ଏହି ରାସ୍ତାରେ ନିତି ଛୋଟ ବଡ ଗାଡ଼ି ମଟର ସ୍କୁଲ କଲେଜ ପିଲା ଯାତାୟାତ କରୁଥିବାବେଳେ ସୁରକ୍ଷିତ ମଣୁ ନାହାଁନ୍ତି। ପୋଲଟି ରାସ୍ତାରୁ ପାଖାପାଖି ୮/୧୦ ଫୁଟ ଖାଲୁଆ ହୋଇଥିବାବେଳେ ସାମାନ୍ୟ ବର୍ଷା ହେଲେ ପୋଲ ଉପରୁ ପାଣି ପ୍ରବାହିତ ହେବା ସହ ବର୍ଷା ଦିନେ ଯିବାଆସିବା ଠପ୍ ହୋଇପଡୁଠି । ଏଥିପ୍ରତି ତୁରନ୍ତ ବିଭାଗୀୟ  କର୍ତ୍ତୃପକ୍ଷ ତଥା ବରଗଡ ଜିଲ୍ଲାପାଳ ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ସହ ପୋଲକୁ ହଟାଇ ବ୍ରିଜ ତିଆରି କରିବାକୁ ସାଧାରଣରେ ଦାବି ହେଉଛି ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories