www.samajalive.in
Saturday, December 6, 2025
26.1 C
Bhubaneswar

ସତ୍ୟବାଦୀ ବନ ବିଦ୍ୟାଳୟ ହେବ ଐତିହ୍ୟ ବିଦ୍ୟାଳୟ

ସାକ୍ଷୀଗୋପାଳ: ପଞ୍ଚସଖାଙ୍କ ଦ୍ୱାରା ୧୯୦୯ ମସିହାରେ ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟର ପରବର୍ତ୍ତୀ ଶିକ୍ଷାନୁଷ୍ଠାନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଐତିହ୍ୟ ବିଦ୍ୟାଳୟ ଭାବରେ ବିକଶିତ ହେବ। ଏଥିପାଇଁ ମୋ ସ୍କୁଲ ଅଭିଯାନ ପକ୍ଷରୁ ସୋମବାର ଠାରୁ ୨ ଦିନ ଧରି ବିଦ୍ୟାଳୟ ସମ୍ପର୍କିତ ଐତିହ୍ୟ, କୃତ୍ତି ଓ ବିଷୟବସ୍ତୁ ଉପରେ ଆଧାରିତ ତଥ୍ୟକୁ ଅଭିଜ୍ଞ ବ୍ୟକ୍ତି ଵିଶେଷ ମାନଙ୍କ ଠାରୁ ମତାମତ ଗ୍ରହଣ କରାଯାଇଥିଲା।

ସୂଚନା ଅନୁଯାୟୀ ଏହି ତଥ୍ୟକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପୁସ୍ତକ ପ୍ରକାଶନ ସହ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରାଯିବ। ଯାହା ବନ ବିଦ୍ୟାଳୟ ଓ ସତ୍ୟବାଦୀ ହାଇସ୍କୁଲର ଦର୍ପଣ ଭଳି କାମ କରିବା ସହ ଗବେଷଣା କରିବା ଦିଗରେ ବିଶେଷ ସହାୟକ ହେବ। ଏଥିପାଇଁ ହାଇସ୍କୁଲ ପରିସରରେ ମୋ ସ୍କୁଲ ଅଭିଯାନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୋଗାଯୋଗ ଅଧିକାରୀ ସିତାଶୁଂ ଶେଖର ମହାନ୍ତ ଓ ଫଟୋଗ୍ରାଫର ପ୍ରଫୁଲ୍ଲ କୁମାର ନାୟକ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କର ଭିଡ଼ିଓ ବାର୍ତ୍ତା ରେକର୍ଡ କରିଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories