www.samajalive.in
Tuesday, December 9, 2025
16.1 C
Bhubaneswar

୨ ନୂଆ ଲାପଟପର ବଜାର ପ୍ରବେଶ କରାଇଲା ଆପଲ

ନୂଆଦିଲ୍ଲୀ : ଟେକ୍ କମ୍ପାନୀ ଆପଲ ଭାରତରେ ନୂଆ M3 ଚିପ୍ ସହିତ ୨ଟି ନୂଆ ଲାପଟପ୍ ଆପଲ ମ୍ୟାକବୁକ୍ ଏୟାର ଲଞ୍ଚ୍ କରିଛି । ଏଗୁଡିକୁ ୧୩ ଏବଂ ୧୫ ଇଞ୍ଚର ସ୍କ୍ରିନ୍ ସାଇଜ ବିକଳ୍ପ ସହିତ ବଜାରକୁ ଅଣାଯାଇଛି । କମ୍ପାନୀ କହିଛି କି ଏଥିରେ ୨ ଟିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ଏବଂ ୧୮ ଘଣ୍ଟାର ବ୍ୟାଟେରୀ ଲାଇଫ୍ ମିଳିବ ।

୧୩ ଇଞ୍ଚ ମଡେଲର ପ୍ରାରମ୍ଭିକ ଦାମ୍ ୧,୧୪,୯୦୦ ଟଙ୍କା ଏବଂ ୧୫ ଇଞ୍ଚ ମଡେଲର ପ୍ରାରମ୍ବିକ ଦାମ୍ ୧,୩୪,୯୦୦ ଟଙ୍କା ରଖାଯାଇଛି । ଏହା ୮ କୋର୍ ଜିପିୟୁ ବିକଳ୍ପ ଏବଂ ୧୦ କୋର୍ ଜିପିୟୁ ପିକଳ୍ପରେ ଆସିଥାଏ । ମ୍ୟାକବୁକ୍ ଏୟାର ପାଇଁ ପ୍ରି-ଅର୍ଡର ଆରମ୍ଭ କରିଦିଆଯାଇଛି । ଏହା ୮ ମାର୍ଚ୍ଚରୁ ଅଫିସିଆଲ ଓ୍ବେବସାଇଟ୍ ଏବଂ ଷ୍ଟୋରରେ ବିକ୍ରି ପାଇଁ ଉପଲବ୍ଧ ହେବ । ଏହା ବ୍ୟତୀତ ଆପଣ ଏହାକୁ ଆପଲ ଅଥୋରାଇଜ୍ଡ ରିସେଲର୍ସଙ୍କ ପାଖରୁ ମଧ୍ୟ କ୍ରୟ କରିପାରିବେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories