www.samajalive.in
Sunday, December 7, 2025
13.1 C
Bhubaneswar

କାହିଁକି ମୁଣ୍ଡରେ କ୍ୟୁଆର କୋଡ୍‍ ଦେଲେ ଯୁବକ

ସମାଜ ଡିଜିଟାଲ ଡେସ୍କ: ସୋସିଆଲ ମିଡ଼ିଆରେ ଏବେ ଏପରି ଏକ ଭିଡ଼ିଓ ଭାଇରାଲ ହୋଇଛି। ଯାହାକୁ ଦେଖିବା ମାତ୍ରେ ଲୋକ ଆପଣ ଭାବିବେ ପ୍ରକୃତରେ ଆଜିକାଲ ଲୋକମାନେ କିଛି ବି କରିପାରିବେ। ସାମ୍ନାକୁ ଆସିଥିବା ଭିଡ଼ିଓରୁ ଜଣାପଡୁଛି ଯେ ଜଣେ ଯୁବକ ନିଜ ମୁଣ୍ଡରେ କ୍ୟୁଆର କୋଡ୍‍ ର ଏକ ଟାଟୋ କରିଛନ୍ତି। ଯୁବକ ଜଣଙ୍କ ଏପରି କାହିଁକି କରିଛନ୍ତି ବୋଲି ଆପଣ ନିଶ୍ଚିତ ଭାବୁଥିବେ। ପ୍ରକୃତରେ ଯୁବକ ଜଣଙ୍କ ମୁଣ୍ଡରେ ଥିବା କ୍ୟୁଆର କୋଡ୍‍ କୁ ସ୍କାନ କରିଲେ ତାଙ୍‍କ ଇନଷ୍ଟାଗ୍ରାମ ପ୍ରୋଫାଇଲ୍‍ ଖୋଲିବ। ଯୁବକ ଜଣଙ୍କ ଜାଣିଶୁଣି ଏପରି ଏକ କୋଡ୍‍ ମୁଣ୍ଡରେ କରିଛନ୍ତି ଯେକେହି ତାକୁ ସ୍କାନ କଲେ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ଖୋଲିଯିବ। ଏଭଳି ଅଦ୍ଭୁତ କୀର୍ତ୍ତି ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଏପରି କରିବା କଣ ଆବଶ୍ୟକତା ବୋଲି ପ୍ରଶ୍ନ କରିଛନ୍ତି। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓଟି ଖୁବ ଭାଇରାଲ ହେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories