www.samajalive.in
Saturday, December 6, 2025
16.1 C
Bhubaneswar

ଓଡ଼ିଶାରେ ବିଜେପି-୨୦, ବିଜେଡି-୧ ସିଟ୍‍ ଜିତିବ

ସମାଜ ଡିଜିଟାଲ ଡେସ୍କ: ୨୪ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପିକୁ ମିଳିବ ୨୦ ସିଟ୍‍ ଓ ବିଜେଡିକୁ ମିଳିବ ମାତ୍ର ଗୋଟିଏ ସିଟ୍‍। ଏହି ଦାବି କରିିଛନ୍ତି ବିଜେପି ନ୍ୟାସନାଲ ଆଇଟି ସେଲ ଅଧ୍ୟକ୍ଷ ଅମିତ ମାଲଭ୍ୟ। ଆଗାମି ଲୋକସଭା ନିର୍ବାଚନରେ ଓଡ଼ିଶାର ୨୧ଟି ଆସନରୁ ବିଜେପିକୁ ମିଳିବ ୨୦ ଆସନ। ବାକି ଗୋଟିଏ ଆସନ ବିଜେଡ଼ିକୁ ମିଳିବ। ଗଣମାଧ୍ୟମ ସଂସ୍ଥା ‘ଦ ଫଡେରାଲ’ର ସର୍ଭେକୁ ଆଧାର କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ଅମିତ ମାଲଭ୍ୟ। ଫେଡେରାଲ ପୁଥିୟାଥାଲାମୁରାଇ ୨୦୨୪ ପ୍ରି ପୋଲ ସର୍ଭେ ଓଡ଼ିଶାର ଲୋକସଭା ଫଳାଫଳକୁ ନେଇ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories