ପୁରୀ:ପୁଲିସ ଦ୍ବାରା ଗିରଫ ହୋଇଥିବା ଜଣେ ଅପରାଧୀ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ସୁଯୋଗ ଉଣ୍ଡି ଚିକିତ୍ସାଳୟରୁ ଉକ୍ତ ଅପରାଧୀ ଚମ୍ପଟ ମାରିଥିବା ସୂଚନା ମିଳିଛି। ପୁରି ଜିଲା ମୁଖ୍ୟ ଚିକିତ୍ସାଳୟରୁ ଅପରାଧୀ ଚମ୍ପଟ ମାରିବା ପରେ ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ତେବେ ସୁରକ୍ଷା ବ୍ୟବସ୍ଥା ଅବହେଳାରୁ ଚିକିତ୍ସାଳୟରୁ ଅପରାଧୀ ଖସି ପଳାଇଥିବା ଜଣାପଡ଼ିଛି।
Popular Categories



